୧୯ରେ ଜିଲ୍ଲା ଓ ସଦର ମହକୁମାରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ପୁଣି ଜୋର ଧରିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ମହାନଦୀ ପ୍ରସଙ୍ଗ। ଉଭୟ ପ୍ରସଙ୍ଗକୁ ନେଇ ପୁଣି ପ୍ରତିବାଦକୁ ଓହ୍ଲାଇବ ବିଜେଡି ଦଳ।  ଆସନ୍ତା ୧୯ ତାରିଖରେ ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯିବ। ବିଜୁ ଛାତ୍ର ଜନତାଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି.କେ. […]

bjd

Rakesh Mallick
  • Published: Friday, 16 June 2017
  • , Updated: 16 June 2017, 02:51 PM IST

ଭୁବନେଶ୍ୱର: ପୁଣି ଜୋର ଧରିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ମହାନଦୀ ପ୍ରସଙ୍ଗ। ଉଭୟ ପ୍ରସଙ୍ଗକୁ ନେଇ ପୁଣି ପ୍ରତିବାଦକୁ ଓହ୍ଲାଇବ ବିଜେଡି ଦଳ।  ଆସନ୍ତା ୧୯ ତାରିଖରେ ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ଦଳ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯିବ। ବିଜୁ ଛାତ୍ର ଜନତାଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏହି ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ମହାନଦୀ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଦେଇଥିବା ମନ୍ତବ୍ୟର ମଧ୍ୟ ଜୋରଦାର ଆନ୍ଦୋଳନ କରାଯିବାକୁ ମଧ୍ୟ ସ୍ଥିର ହୋଇଛି।

Related story