ନବୀନ ନବୀନ ଗୀତରେ ଝୁମିଲେ ବିଜେଡି କର୍ମୀ, ଭୁଲିଗଲେ କରୋନା କଟକଣା

ଜଳେଶ୍ୱର(ଅଜିତ ଦାସ): ନିର୍ବାଚନ ପ୍ରଚାଳ ଆଳରେ ବିଜେଡି କର୍ମୀ ଭୁଲିଗଲେ କରୋନା କଟକଣା। ନା ପିନ୍ଧିଲେ ମାସ୍କ ନା ରଖିଲେ ସାମାଜିକ ଦୂରତା। ଖୋଲା ମଞ୍ଚରେ ନବୀନ… ନବୀନ… ଗୀତରେ ଝୁମିଲେ ଓ ଲୋକଙ୍କୁ ଝୁମାଇଲେ। ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନଜର ନଥିଲା ପରି ଲାଗୁଥିଲା। ରାଜ୍ୟରେ ଏପରି ଚିତ୍ର ବାଲେଶ୍ୱରରେ ଦେଖିବାକୁ ମିଳିଛି। ଆଜି ସକାଳେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଲୋକଙ୍କୁ ବାନ୍ଧି ରଖିବା […]

bjd5

bjd5

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 06:14 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ନିର୍ବାଚନ ପ୍ରଚାଳ ଆଳରେ ବିଜେଡି କର୍ମୀ ଭୁଲିଗଲେ କରୋନା କଟକଣା। ନା ପିନ୍ଧିଲେ ମାସ୍କ ନା ରଖିଲେ ସାମାଜିକ ଦୂରତା। ଖୋଲା ମଞ୍ଚରେ ନବୀନ... ନବୀନ... ଗୀତରେ ଝୁମିଲେ ଓ ଲୋକଙ୍କୁ ଝୁମାଇଲେ। ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନଜର ନଥିଲା ପରି ଲାଗୁଥିଲା। ରାଜ୍ୟରେ ଏପରି ଚିତ୍ର ବାଲେଶ୍ୱରରେ ଦେଖିବାକୁ ମିଳିଛି।

ଆଜି ସକାଳେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ଲୋକଙ୍କୁ ବାନ୍ଧି ରଖିବା ପାଇଁ ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ହୋଇଥିଲା ମେଲୋଡି କାର୍ଯ୍ୟକ୍ରମ। ନବୀନ... ନବୀନ... ସଙ୍ଗୀତରେ ଝୁମିଲେ ବିଜେଡି କର୍ମୀ ଓ ଶତାଧିକ ଲୋକ। ସଭାରେ ଅଧିକାଂଶ ବୟସ୍କ ମହିଳା ଓ ପୁରୁଷ ଯୋଗଦେଇଥିଲେ ମଧ୍ୟ ନା ସେମାନେ ମାସ୍କ ପିନ୍ଧିଥିଲେ ନା ସାମାଜିକ ଦୂରତା ବଜାୟ ରଖିଥିଲେ। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତିଳେ ମାତ୍ର ନଜର ଦେଇନାହିଁ ବା ବିଜେଡି ସଭା ବୋଲି ଭାବି ନଜର ଦେଇନାହାନ୍ତି, ତାହା ଜଣାପଡ଼ି ନାହିଁ।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସରିଲା ପରେ ଆରମ୍ଭ ହୋଇଥିଲା ନିର୍ବାଚନ ସଭା। ଏଥିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ଦେବୀ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଣବ ବଳବନ୍ତରାୟ, ପ୍ରସନ୍ନ ପଟ୍ଟଶାଣୀ, କୁନା ତ୍ରିପାଠୀ ଓ ସଦର ବିଧାୟକ ପ୍ରାର୍ଥୀ ସ୍ୱରୁପ ଦାସ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story