କାହା ଭାବମୂର୍ତ୍ତି ସଜାଡ଼ିବା ପାଇଁ ଫାଇଭ୍-ଟି, ମୁଖ୍ୟମନ୍ତ୍ରୀ ନା ତାଙ୍କ ବ୍ୟକ୍ତିଗତ ସଚିବ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି ପଡ଼ିଛି। ୧୧୨ ପିଏଚସିରେ ବିଜୁଳି ନାହିଁ।୧୨୩୯ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ନିଜସ୍ୱ ଘର ନାହିଁ। ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ସେବାର ଏଭଳି ଦୁର୍ଗତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।ସ୍ୱାସ୍ଥ୍ୟ ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ସଚିବଙ୍କୁ ସାଙ୍ଗରେ ନନେଇ ଫାଇଭ-ଟି ସଚିବ ମାରାଥନ୍ ଜିଲ୍ଲା ଗସ୍ତ କରି କାହା ଭାବମୂର୍ତ୍ତି ସଜାଡ଼ିବା […]

samir-mohanty

samir-mohanty

Manoranjan Sial
  • Published: Tuesday, 15 October 2019
  • Updated: 15 October 2019, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି ପଡ଼ିଛି। ୧୧୨ ପିଏଚସିରେ ବିଜୁଳି ନାହିଁ।୧୨୩୯ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ନିଜସ୍ୱ ଘର ନାହିଁ। ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ସେବାର ଏଭଳି ଦୁର୍ଗତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।ସ୍ୱାସ୍ଥ୍ୟ ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ସଚିବଙ୍କୁ ସାଙ୍ଗରେ ନନେଇ ଫାଇଭ-ଟି ସଚିବ ମାରାଥନ୍ ଜିଲ୍ଲା ଗସ୍ତ କରି କାହା ଭାବମୂର୍ତ୍ତି ସଜାଡ଼ିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଡାକ୍ତରଖାନାରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଗତବର୍ଷ ତୁଳନାରେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬% ପଛେଇଛି। ନୀତି ଆୟୋଗଙ୍କ ରିପୋର୍ଟରେ ଓଡ଼ିଶା ସବୁ ମାନଦଣ୍ଡରେ ପୂର୍ବବର୍ଷ ତୁଳନାରେ ପଛେଇଛି। ଆୟୁଷ୍ମାନ ଭାରତ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। କାରଣ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲେ ରାଜ୍ୟ ଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପଦାରେ ପଡ଼ିଥାନ୍ତା। ଏହି କାରଣରୁ ଓଡ଼ିଶା ସରକାର ନିଜର ଭାବମୂର୍ତ୍ତି ମଳିନ ପଡ଼ିବା ଭୟରେ ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି।

ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ଯେ ‘ମୋ ସରକାର’ ଯୋଜନା ପୂର୍ବରୁ ଓଡ଼ିଶାରେ କେଉଁ ସରକାର ଥିଲା? ଏବେ କାହାର ଭାବମୂର୍ତ୍ତି ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନା ତାଙ୍କ ବ୍ୟକ୍ତିଗତ ବା ଫାଇଭ-ଟି ସଚିବଙ୍କର। ଏବେ ଫାଇଭ-ଟି ସଚିବଙ୍କ ମାରାଥନ୍ ଜିଲ୍ଲା ଗସ୍ତ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗର ବିକଟାଳ ଚିତ୍ର ଭୁବନେଶ୍ୱର ଓ ଭଦ୍ରକରେ ଦେଖିବାକୁ ମିଳିଛି। କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ଼ ଏସଡିଏମଓଙ୍କୁ ନିଲମ୍ବନ କରାଯାଇଛି। ସେହି ହସ୍ପିଟାଲକୁ ମାସକୁ ୨୫ହଜାର ରୋଗୀ ଆସୁଥିବାବେଳେ ମାତ୍ର ୬ ଜଣ ଲାବରୋଟୋରୀ ଟେକନିସିଆନଙ୍କ ଦ୍ୱାରା ସମସ୍ତଙ୍କ ପରୀକ୍ଷା କିଭଳି କରାଯାଉଥିବ ତାକୁ ନେଇ ପ୍ରଶ୍ନ ଉଠିଛି। ବାସ୍ତବରେ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନବଢାଇ ସସପେଣ୍ଡ କରାଯିବା କେତେଦୂର ଠିକ୍ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ନିରାମୟ ଯୋଜନାର ବିଫଳତା ଏବଂ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସଙ୍ଗରେ ବି ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସରକାର ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି ପଡିଛି। ୧୧୨ ପିଏଚସିରେ ବିଜୁଳି ନାହିଁ। ୫୨୯୮ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ୧୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ୮୭ ପ୍ରତିଶତ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୫୭ ପ୍ରତିଶତ ପିଏଚସିରେ ନିୟମିତ ଡାକ୍ତର ନାହାନ୍ତି। ୨୫ ପ୍ରତିଶତ ପିଏଚସିରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ଏଥିରୁ ଓଡିଶାର ବାସ୍ତବ ସ୍ୱାସ୍ଥ୍ୟ ଚିତ୍ର ସମ୍ପୂର୍ଣ୍ଣ ପ୍ରତିଫଳିତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆ ନାଟକ କରୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story