ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି। ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ପକ୍ଷରୁ ଏକ ପଲିସିକୁ ନେଇ ଯେଉ ବିଜ୍ଞପ୍ତି  ପ୍ରକାଶ ପାଇଛି ତାକୁ ବିରୋଧ କରିଛି ବିଜେଡି। ରେଳବାଇ ବିଦ୍ୟୁତୀକରଣ ବିଭାଗକୁ ଓଡିଶାରୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ବିଜେଡି ବିରୋଧ କରିଛି । ମାର୍ଚ୍ଚ ୧୦ ତାରିଖରୁ ଆଚରଣ ବିଧି ଲାଗୁ ହୋଇଥିବା ସ୍ଥଳେ ମାର୍ଚ୍ଚ ୧୩ […]

689

689

Tapas Behera
  • Published: Sunday, 17 March 2019
  • Updated: 17 March 2019, 04:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି। ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ପକ୍ଷରୁ ଏକ ପଲିସିକୁ ନେଇ ଯେଉ ବିଜ୍ଞପ୍ତି  ପ୍ରକାଶ ପାଇଛି ତାକୁ ବିରୋଧ କରିଛି ବିଜେଡି। ରେଳବାଇ ବିଦ୍ୟୁତୀକରଣ ବିଭାଗକୁ ଓଡିଶାରୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାକୁ ବିଜେଡି ବିରୋଧ କରିଛି ।

ମାର୍ଚ୍ଚ ୧୦ ତାରିଖରୁ ଆଚରଣ ବିଧି ଲାଗୁ ହୋଇଥିବା ସ୍ଥଳେ ମାର୍ଚ୍ଚ ୧୩ ତାରିଖରେ  ରେଳବିଭାଗ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତି ହେଉଛି ଆଚରଣ ବିଧିର ଖୋଲାଖୋଲି ଉଲଘଂନ ବୋଲି  ଦାବି କରିଛି ବିଜେଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story