ଗୁରୁବାର ସରିବ ପ୍ରଚାର: ପାଟକୁରା ଗଲେନି ଦିଲ୍ଲୀପ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଆସନକୁ ହାତେଇବା ପାଇଁ ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇ ପୁରା ତାକତ୍ ଲଗାଇ ଦେଇଥିବାବେଳେ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଯାଇ ହାଇଟେକ୍ ବସରେ ରୋଡ୍ ଶୋ’ କରିଛନ୍ତି। ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ଅଭିଯାନ ଜାରି ରଖିଥିଲେ ମଧ୍ୟ ବିଜେଡି ତୁଳନାରେ ଏହି […]

bjp

bjp

Manoranjan Sial
  • Published: Wednesday, 17 July 2019
  • Updated: 18 July 2019, 09:39 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ଆସନକୁ ହାତେଇବା ପାଇଁ ବିଜେଡିର ମାଳମାଳ ମନ୍ତ୍ରୀ,ବିଧାୟକ ଓ ନେତା ପାଟକୁରାରେ ଡେରା ପକାଇ ପୁରା ତାକତ୍ ଲଗାଇ ଦେଇଥିବାବେଳେ ଆଜି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଯାଇ ହାଇଟେକ୍ ବସରେ ରୋଡ୍ ଶୋ’ କରିଛନ୍ତି। ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ଅଭିଯାନ ଜାରି ରଖିଥିଲେ ମଧ୍ୟ ବିଜେଡି ତୁଳନାରେ ଏହି ଦୁଇ ଦଳ ପ୍ରଚାର ଅଭିଯାନରେ ବହୁ ପଛରେ ପଡ଼ିଥିବା ଜଣାପଡ଼ିଛି। ଏପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଟକୁରା ନିର୍ବାଚନରେ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଥିବା ତାଙ୍କ ବନ୍ଧୁ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ସମଗ୍ର ପ୍ରଚାର ଅଭିଯାନରୁ ଦୂରେଇ ରହିଛନ୍ତି । ଯାହା ଏବେ ବିଜୟଙ୍କୁ ହରାଇବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ମିଳିଥିବା ସୂଚନା ଅନୁସାରେ, ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ନିଜ ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ପାଟକୁରାରେ ପ୍ରଚାର କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଶ୍ରୀ ମହାପାତ୍ର ବିଜେପି ପ୍ରାର୍ଥୀ ହେବାପରେ ଏପ୍ରିଲ ୪ ତାରିଖରେ ଶ୍ରୀ ରାୟ ଏନେଇ ଗଣମାଧ୍ୟମକୁ ସୂଚନା ଦେବା ସହ ଏପ୍ରିଲ ୧୭ତାରିଖରେ ପାଟକୁରା ଯାଇ ବିଜୟଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ବିଜୟଙ୍କ ଜିତିବା ପାଇଁ ଯାହା ତାଙ୍କ ଦ୍ୱାରା ଆବଶ୍ୟକ ପଡ଼ିବ ତାହା ସେ କରିବେ ବୋଲି କହିଥିଲେ। ମାତ୍ର ସେତେବେଳେ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ହୋଇଯାଇଥିଲା। ଜୁଲାଇ ୪ତାରିଖରେ ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନ କାର୍ଯ୍ୟସୂଚୀ ଘୋଷଣା କରିବା ପରଠୁ ଶ୍ରୀ ରାୟ ଗଣମାଧ୍ୟମରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି। ଏପରିକି ଗତ କିଛିଦିନ ଧରି ପାଟକୁରାରେ ପ୍ରଚାର ଜୋରଦାର ହେଉଥିବାବେଳେ ଶ୍ରୀ ରାୟ ଭୁବନେଶ୍ୱରରେ ଥାଇ ମଧ୍ୟ ସେଠାକୁ ଯିବାକୁ ଉଚିତ୍ ମଣିନଥିଲେ। ଅବଶ୍ୟ ଶ୍ରୀ ରାୟ ଏବେ ଦିଲ୍ଲୀରେ ଥିବା ଜଣାପଡ଼ିଛି ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରାୟଙ୍କୁ ପାଟକୁରା ନଯିବା ପାଇଁ ବିଜେଡି ପକ୍ଷରୁ ଚାପ ପଡ଼ିଛି। ପାଟକୁରାରେ ବିଜେଡି ପ୍ରାର୍ଥୀଙ୍କ ଜିତିବା ନବୀନଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜୟଙ୍କ ନିମନ୍ତେ ପ୍ରଚାର ମଇଦାନକୁ ନ ଓହ୍ଲାଇବାକୁ ତାଙ୍କୁ ପ୍ରବର୍ତ୍ତା ଯାଇଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜୟଙ୍କ ପରାଜୟ ସୁନିଶ୍ଚିତ କରିବା ପାଇଁ ନିଜର ସବୁ କଳବଳକୌଶଳ ଏବେ ଲଗାଇ ଦେଇଛନ୍ତି । ଖାସ୍ ଏହି କାରଣରୁ ପାଟକୁରାରେ ବିଜେପି ପ୍ରଭାବଶାଳୀ ଢଙ୍ଗରେ ନିର୍ବାଚନ ପ୍ରଚାର କରିବାରେ ସକ୍ଷମ ହୋଇପାରି ନାହିଁ। ବିଜେପୁର ଉପନିର୍ବାଚନକୁ ବିଜେପି ଯେଭଳି ଢଙ୍ଗରେ ଲଢ଼ିଥିଲା ପାଟକୁରାରେ ସେଭଳି ଜୋସ୍ ଦେଖିବାକୁ ମିଳିନି। ଯଦିଓ ବିଜେପିର ବରିଷ୍ଠ ନେତାମାନେ ପାଟକୁରା ଯାଇ ଶ୍ରୀ ମହାପାତ୍ରଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି କିନ୍ତୁ ବିଜେଡିକୁ କଡ଼ା ଟକ୍କର ଦେଇ କର୍ମୀ ଓ ସାଧାରଣ ଭୋଟରଙ୍କ ମନୋବଳକୁ ବୃଦ୍ଧି ନିମନ୍ତେ ଯେଭଳି ଉତ୍ସାହ ସୃଷ୍ଟି କରିବା କଥା ତାହା ବିଜେପି କରିବାକୁ ପଛଘୁଞ୍ଚା ଦେଇଛି ବୋଲି କୁହାଯାଇଛି।

ପାଟକୁରାରେ ନିର୍ବାଚନ ତାରିଖ ଘୋଷଣା ହେବାଦିନଠୁ ନିୟମିତ ଭାବେ ଆଦର୍ଶ ଆଚରଣ ବିଧିକୁ ବିଜେଡି ଖୁଲମଖୁଲା ଉଲ୍ଲଘଂନ କରୁଥିବାବେଳେ ନିର୍ବାଚନ ପ୍ରଚାରର ଶେଷଦିନ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହୋଇଛି। ବିଜେପି କେନ୍ଦ୍ରରେ କ୍ଷମତାସୀନ ଥାଇ ମଧ୍ୟ ପାଟକୁରା ନିର୍ବାଚନରେ ବିଜେଡିକୁ ଯେଉଁ ଢଙ୍ଗରେ ଜବାବ ଦେବା କଥା, ତାହା କରିବାକୁ ଆଗ୍ରହ ଦେଖାଇ ନାହିଁ।

ତେବେ ଏସବୁ ପ୍ରତିକୂଳ ପରିସ୍ଥିତିରେ ବି ପାଟକୁରାର ଲୋକମାନଙ୍କ ମଧ୍ୟରେ ବିଜୟଙ୍କ ପ୍ରତି ସମ୍ମାନବୋଧ ଓ ଭଲପାଇବା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଯାହାକି ନିର୍ବାଚନ ବୈତରଣୀ ପାର ହେବାରେ ତାଙ୍କ ପାଇଁ ସହାୟକ ହେବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story