କୁକୁଡ଼ା ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁକୁଡା ମାଂସ ଖାଇଲେ କରୋନା ଆକ୍ରାନ୍ତ ହେବ ବୋଲି ଗୁଜବ ଯୋଗୁ ଏବେ କୁକୁଡ଼ା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏଥିପାଇଁ ସରକାରଙ୍କ ଅବହେଳା ଦାୟୀ ବୋଲି ବିଜେପି ଅଭିଯୋଗ କରିଛି। ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ଗୁଜବ ପ୍ରଚାର ହେବାପରେ ଏହାକୁ ମିଥ୍ୟା ବୋଲି ଯେପରି ଢଙ୍ଗରେ କହିବା କଥା ସରକାର ତାହା କଲେନି। ଫଳରେ ଗୁଜବ ବଢ଼ି ଚାଲିଲା ଓ ଏହାର ସିଧାସଳଖ […]

t678

t678

Tapas Behera
  • Published: Monday, 16 March 2020
  • Updated: 16 March 2020, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁକୁଡା ମାଂସ ଖାଇଲେ କରୋନା ଆକ୍ରାନ୍ତ ହେବ ବୋଲି ଗୁଜବ ଯୋଗୁ ଏବେ କୁକୁଡ଼ା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏଥିପାଇଁ ସରକାରଙ୍କ ଅବହେଳା ଦାୟୀ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ଯେ, ଏହି ଗୁଜବ ପ୍ରଚାର ହେବାପରେ ଏହାକୁ ମିଥ୍ୟା ବୋଲି ଯେପରି ଢଙ୍ଗରେ କହିବା କଥା ସରକାର ତାହା କଲେନି। ଫଳରେ ଗୁଜବ ବଢ଼ି ଚାଲିଲା ଓ ଏହାର ସିଧାସଳଖ ପ୍ରଭାବ କୁକୁଡ଼ା ଚାଷୀଙ୍କ ଉପରେ ପଡ଼ିଛି। ଋଣ ନେଇ କୁକୁଡ଼ା ଚାଷ କରିଥିବା ଚାଷୀ ଏବେ ହତାଶ ମଧ୍ୟରେ ଦିନ କାଟୁଛନ୍ତି। ଚାଷୀମାନେ ସେମାନଙ୍କ କୁକୁଡା ବିକ୍ରି କରିପାରୁ ନାହାଁନ୍ତି। କୁକୁଡା ପିଛା ଖର୍ଚ୍ଚ କରୁଥିବା ଦାନା ଖର୍ଚ୍ଚ ବି ଉଠୁନାହିଁ। ସରକାର ତୁରନ୍ତ ବଜାରରେ କିପରି କୁକୁଡ଼ା ମାଂସ ପୁନର୍ବାର ବିକ୍ରି ହେବ ତାହା ଉପରେ ପଦକ୍ଷେପ ନେବା ସହ ଚାଷୀମାନଙ୍କୁ କୁକୁଡା ବିକ୍ରି ନହେଲା ପର୍ଯ୍ୟନ୍ତ ମାଗଣାରେ ଦାନା ଯୋଗାଇବାର ବ୍ୟବସ୍ଥା କରନ୍ତୁ।

ନହେଲେ ରାଜ୍ୟରେ ଯେଉଁମାନେ କୁକୁଡା ଚାଷ କରି ନିଜ ପରିବାର ପୋଷୁଛନ୍ତି ସେମାନେ ଦେବାଳିଆ ହେବା ସହିତ ରାଜ୍ୟରେ ଏକ ରୋଜଗାରର ମାଧ୍ୟମ ପାଲଟିଥିବା ଏହା ଚାଷ ବୁଡିଯିବ ବୋଲି ବିଜେପି କହିଛି। କୁକୁଡ଼ା ଚାଷୀର ଅର୍ଥନୈତିକ ଓ ମାନସିକ ମନୋବଳକୁ ସୁଧାରିବା ପାଇଁ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ବ୍ଲକ ସ୍ତରରେ ବ୍ୟବସ୍ଥା କରିବା ସହିତ ସଠିକ କ୍ଷୟକ୍ଷତି ଆକଳନ କରି ଚାଷୀକୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ। ଯିଏ ଋଣ ନେଇ କୁକୁଡା ଚାଷ କରୁଛନ୍ତି ସେମାନଙ୍କର ଋଣ ଛାଡ କରାଯାଉ। ୨୦୦ କୋଟିର ଯେଉଁ କରୋନା ବିପର୍ଯ୍ୟୟ ଫଣ୍ଡ ବ୍ୟବସ୍ଥା କରାଯାଇଛି ସେଥିରୁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story