ରିଟର୍ଣ୍ଣିଂ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତିଙ୍କ ସମେତ ୫ଜଣ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଛି ଓ ରିଟର୍ଣ୍ଣିଂ ଅଫିସରମାନେ ସେସବୁ ନାମାଙ୍କନ ପତ୍ରକୁ ଜାଣିଶୁଣି କାଏମ ରଖିଛନ୍ତି ବୋଲି ବିଜେପି ଦାବି କରିଛି। ଏହି ରିଟର୍ଣ୍ଣିଂ ଅଫିସରମାନଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଆଜି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି। ବିଜେପିର ଏକ ପ୍ରତିନିଧି ଦଳ ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି […]

samirmohanty

samirmohanty

Manoranjan Sial
  • Published: Wednesday, 27 March 2019
  • Updated: 27 March 2019, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସଭାପତିଙ୍କ ସମେତ ୫ଜଣ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଛି ଓ ରିଟର୍ଣ୍ଣିଂ ଅଫିସରମାନେ ସେସବୁ ନାମାଙ୍କନ ପତ୍ରକୁ ଜାଣିଶୁଣି କାଏମ ରଖିଛନ୍ତି ବୋଲି ବିଜେପି ଦାବି କରିଛି। ଏହି ରିଟର୍ଣ୍ଣିଂ ଅଫିସରମାନଙ୍କ ଏଭଳି କାର୍ଯ୍ୟ ପାଇଁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଆଜି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି।

ବିଜେପିର ଏକ ପ୍ରତିନିଧି ଦଳ ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଲିଖିତ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ହିଞ୍ଜିଳିରୁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ପତ୍ରରେ ୨ଟି ତ୍ରୁଟି ରହିଛି। ସତ୍ୟପାଠର ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିବା କଥା ସେଠି କରିନାହାନ୍ତି ଓ କୋଇଲା ଦୁର୍ନୀତିରେ ସିବିଆଇ ୨୦୧୭ ନଭେମ୍ବର ୨୫ ତାରିଖରେ ଜେରା କରିବା ଘଟଣାକୁ ସେ ପ୍ରାର୍ଥୀପତ୍ରରେ ଉଲ୍ଲେଖ କରିନାହାନ୍ତି। ତେଣୁ ତୁରନ୍ତ ରିଟର୍ଣ୍ଣିର୍ଂ ଅଫିସର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥପତ୍ର ଖାରଜ କରି ତାଙ୍କୁ ନିର୍ବାଚନ ଲଢିବାରୁ ଅସିଦ୍ଧ ଘୋଷଣା କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଥିବାବେଳେ ରିଟର୍ଣ୍ଣିଂ ଅଫିସର ଏହା ବୈଧ ଅଛି ବୋଲି କହୁଛନ୍ତି ।

ସେହିପରି ରାଉରକେଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଶାରଦା ନାୟକଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଛି। ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଭୁଲ୍ ତଥ୍ୟ ଦେଇଛନ୍ତି। ବଲାଙ୍ଗିରର ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓଙ୍କର ଦୁଇଟି ଭୋଟର ପରିଚୟ ପତ୍ର ଅଛି। ଦଶପଲ୍ଲାରେ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଅନୁସୂଚିତ ଜାତି ବର୍ଗର ନୁହଁନ୍ତି। ଏସବୁ ସତ୍ତ୍ଵେ ବିଜେଡିର ସମ୍ପୃକ୍ତ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ରକୁ ରିଟର୍ଣ୍ଣିଂ ଅଫିସରମାନେ କାଏମ ରଖିଛନ୍ତି। ଆଗାମୀ ନିର୍ବାଚନ ବେଳେ ଏହି ରିଟର୍ଣ୍ଣିଂ ଅଫିସରମାନେ ଶାସକ ଦଳକୁ ସୁହାଇଲା ଭଳି କାମ କରିବେ, ଏହାର ସ୍ପଷ୍ଟ ପ୍ରମାଣ ଏବେଠୁ ମିଳିଲାଣି। ତେଣୁ ତୁରନ୍ତ ସେହି ଅଫିସରମାନଙ୍କୁ ନିର୍ବାଚନ ଦାୟିତ୍ୱରୁ ବାଦ ଦେବାକୁ ବିଜେପି ଦାବି କରୁଛି। ତ୍ରୁଟି ରହିଥିବା ନାମାଙ୍କନ ପତ୍ରକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ବିଜେପି ନେତା ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର ଓ ଜୟନ୍ତ ଜେନା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story