ଏକାଧିକ ଅଫିସରଙ୍କ ବିରୁଦ୍ଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଓ ନିଜ ଜନ୍ମସ୍ଥାନରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି। ଏହାସହିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜିଠୁ ବିଜେପିର ୨୪ଘଣ୍ଟିଆ ନିର୍ବାଚନ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି। ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି […]

Bjp-demands-transfer-of-certain-officers-who-have-been-holding-posts-for-more-than-three-years

Manoranjan Sial
  • Published: Wednesday, 13 March 2019
  • Updated: 15 March 2019, 03:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଓ ନିଜ ଜନ୍ମସ୍ଥାନରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ରାଜ୍ୟ ବିଜେପି ଦାବି କରିଛି। ଏହାସହିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆଜିଠୁ ବିଜେପିର ୨୪ଘଣ୍ଟିଆ ନିର୍ବାଚନ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି।

ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କିଛି କର୍ମଚାରୀଙ୍କ ମାଧ୍ୟମରେ ରାଜ୍ୟ ସରକାର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି।ଜିଲ୍ଲାସ୍ତରରେ ଅନେକ ସରକାରୀ କର୍ମଚାରୀମାନେ ଯଥା କଟକ ଜିଲ୍ଲା ସଦର ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଂଟ ଇଂଜିନିୟର ସଂଗ୍ରାମ କେଶରୀ ପରିଡ଼ା, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିର ଅତିରିକ୍ତ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ପିପିଲିର ଅତିରିକ୍ତ ତହସିଲଦାର ଧୋବେଇ ନାୟକ, ପୁରୀ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ମହରଣା, ପ୍ରଶାନ୍ତ କୁମାର ଜେନା ଏବଂ ଚିଲିକା ବିଡିଓ ଗୋଟିଏ ସ୍ଥାନରେ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି କାର୍ଯ୍ୟ କରୁଥିବା ସତ୍ତେ୍ୱ ରାଜ୍ୟ ସରକାର ସେମାନଙ୍କୁ ବଦଳି କରିନାହାନ୍ତି। ସେମାନଙ୍କର ତୁରନ୍ତ ବଦଳି ପାଇଁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ଆଇନଜୀବୀ ରବିଶଙ୍କର ପଟ୍ଟନାୟକ, ମୁରଲୀ ମନୋହର ପାତ୍ର, ସତ୍ୟବ୍ରତ ନାୟକ ଓ ବିଶ୍ୱ ପଟ୍ଟନାୟକ ସାମିଲ ଥିଲେ।

ସେହିପରି ଦଳ ପକ୍ଷରୁ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ସଂକ୍ରାନ୍ତ ସମସ୍ତ ଅଭିଯୋଗ ଆହ୍ୱାନ ନିମନ୍ତେ ଏକ ୨୪ଘଣ୍ଟିଆ ପ୍ରକୋଷ୍ଠ ଖୋଲାଯାଇଛି। ଏହି ପ୍ରକୋଷ୍ଠ ଦାୟିତ୍ୱରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି, ସୁଦର୍ଶନ ନାୟକ, ରବିଶଙ୍କର ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ରହିଛନ୍ତି। ନିର୍ବାଚନ ସଂକ୍ରାନ୍ତ ତଥା ଆଚରଣ ବିଧି ଉଲ୍ଲଘଂନ ଓ ପ୍ରାର୍ଥୀମାନଙ୍କୁ ଆଇନଗତ ପରାମର୍ଶ ଦେବା ପାଇଁ ଟୋଲ୍ ଫି ନମ୍ବର ୧୮୦୦୩୪୫୭୨୫୦ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

ସେହିପରି ନିର୍ବାଚନବେଳେ ଟଙ୍କାର କାରବାର ହେଲେ ୧୮୦୦୩୪୫୭୧୬୦ ଟୋଲ୍ ଫି ନମ୍ବରରେ ଅଭିଯୋଗ କରିବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିର୍ବାଚନ ବେଳେ କୌଣସି ଆଇନଗତ ସହାୟତା ପାଇଁ ମଧ୍ୟ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟର ଫୋନ ନମ୍ବର-୮୫୯୫୧୧୨୨୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହାଛଡ଼ା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ସଂକ୍ରାନ୍ତ ଇ-ମେଲ୍ ମଧ୍ୟ ଦଳୀୟ କାର୍ଯ୍ୟାଳୟକୁ ପଠାଯାଇପାରିବ ବୋଲି ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story