ବିଜେପି ଜନଜାତି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେଲେ ଗିରିଧର

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବିଜେପି ଜନଜାତି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନର ବୈଠକ ଆରମ୍ଭ ହୋଇଯାଇଛି । ଗତ ୧୨ ତାରିଖରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ଆଜି ଏଥିରେ ଯୋଗ ଦେଇଛନ୍ତି। ମଞ୍ଚରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା […]

giridhara

giridhara

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 07:04 AM IST

Sports

Latest News

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବିଜେପି ଜନଜାତି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନର ବୈଠକ ଆରମ୍ଭ ହୋଇଯାଇଛି । ଗତ ୧୨ ତାରିଖରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ମଧ୍ୟ ଆଜି ଏଥିରେ ଯୋଗ ଦେଇଛନ୍ତି। ମଞ୍ଚରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବା ଅବସରରେ ଗିରିଧର ଗମାଙ୍ଗ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ ନିର୍ବାହ କରିବେ। କୌଣସ ନିର୍ଦ୍ଦିଷ୍ଟ ପ୍ରକାର ଦାୟିତ୍ୱ ପାଇବା ନେଇ ତାଙ୍କର ସେମିତି କିଛି ଆଶା ନାହିଁ। ଆଶା ଓ ନିରାଶାରେ ରାଜନୀତି ହୁଏ ନାହିଁ । ବାସ୍ତବତାକୁ ନେଇ ରାଜନୀତି ହୁଏ ବୋଲି ସେ କହିଥିଲେ।

giridhara1

କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ଦଳର ରାଷ୍ଟ୍ରୀୟ ସଙ୍ଗଠକ ରାମଲାଲ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସୁଦର୍ଶନ ଭଗତ, ବିଏସ ମାଥୁର, କୁଅର ବିଜୟ ଶାହା ଓ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି। ଜନଜାତି ମୋର୍ଚ୍ଚାର ସଙ୍ଗଠନ ଏବଂ ଆଗାମୀ ଦିନରେ ଏହାର ପ୍ରଚାର ନେଇ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ ହେବ। ଗତକାଲି ଅଧିବେଶନରେ ୭ଟି ପ୍ରସଙ୍ଗରେ ରାଜନୈତିକ ଚିଠା ପ୍ରସ୍ତାବ ଗୃହୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story