ଓଡ଼ିଶାରେ ରୁପା ଗାଙ୍ଗୁଲି କହିଲେ-ମୋ ବାପା ଆଜି ବଞ୍ଚିଥିଲେ ନିଶ୍ଚିତ ଖୁସି ହୋଇଥାନ୍ତେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି।  ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ସେ କହିଛନ୍ତି ଯେ, ୧୯୪୭ରୁ  ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ […]

n-9081

n-9081

Tapas Behera
  • Published: Tuesday, 21 January 2020
  • Updated: 21 January 2020, 04:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସିଏଏ ସପକ୍ଷରେ ବିଜେପିର ଚାଲିଥିବା ଜନ ଜାଗରଣ ଅଭିଯାନ ପାଇଁ ଆଜି ଓଡ଼ିଶା ଆସିଛନ୍ତି ବିଜେପି ନେତ୍ରୀ ରୁପା ଗାଙ୍ଗୁଲି।  ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ନାଗରିକତା ସଂଶୋଧିତ ଆଇନ ନେଇ ଲୋକଙ୍କୁ ସଚେତନତା କରାଯାଉଛି। ସେ କହିଛନ୍ତି ଯେ, କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ଏହି ଆଇନ ନେଇ ଭୁଲ ଧାରଣା ସୃଷ୍ଟି କରାଇ ଲୋକଙ୍କୁ ଉସୁକାଉଛନ୍ତି। ସେ କହିଛନ୍ତି ଯେ, ୧୯୪୭ରୁ  ଭାରତକୁ ଯେତେ ଲୋକ ଆସିଛନ୍ତି ସେମାନଙ୍କୁ ବିଭିନ୍ନ ଦଫାରେ ନାଗରିକତା ଦିଆଯାଇଛି। କିନ୍ତୁ ଅନେକ ଲୋକଙ୍କୁ ନାଗରିକତା ମିଳି ନଥିଲା। କିନ୍ତୁ ଏହି କାମକୁ ମୋଦି ସରକାର ସରଳ କରିଦେଇଛନ୍ତି। ଶରଣାର୍ଥୀଙ୍କ ସମସ୍ୟା କ’ଣ ମୁଁ ଅନୁଭବ କରିଛି ବୋଲି ସେ କହିଛନ୍ତି। ମୋ ବାପା ହେଉଛନ୍ତି ବାଂଲାଦେଶର। ଯଦି ଆଜି ମୋ ବାପା ବଞ୍ଚିଥାନ୍ତେ ତେବେ ସେ ନିଶ୍ଚିତ ଖୁସି ହୋଇଥାନ୍ତେ ବୋଲି ସେ କହିଛନ୍ତି।

ସିଏଏର ଅର୍ଥ ହିଁ ମୁଁ ଅନୁଭବ କରିପାରୁଛି। କିନ୍ତୁ କିଛି ଲୋକ ଏହି ଆଇନ୍‌ ବିରୋଧରେ ଅପପ୍ରଚାର କରୁଛନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ରୁପା କହିଛନ୍ତି ଯେ, ରାୟଗଡ଼ା ଏବଂ ମାଲକାନଗିରିରରେ ଅନେକ ବାଂଲାଦେଶୀ ଶରଣାର୍ଥୀ ଅଛନ୍ତି। ସେମାନଙ୍କୁ ମୁଁ ଭେଟିବାକୁ ଆସିଛି ଏବଂ ଆଶ୍ୱସନା ଦେବାକୁ ଆସିଛି । ଏଥିସହ ଏହି ଆଇନ ନେଇ ଲୋକଙ୍କୁ ଦଳ ସଚେତନ କରାଯାଉଛି ବୋଲି ରୁପା ଗାଙ୍ଗୁଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story