'ଶ୍ୟାମା ପ୍ରସାଦ ବିଜେପିର ବିଚାରଧାରାର ପ୍ରଣେତା ଥିଲେ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଜେପିର ବିଚାରଧାରା ଓ ରାଜନୈତିକ ଆନ୍ଦୋଳନର ପ୍ରଣେତା ଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଜନସଂଘର ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ଆକାରରେ ବଡ଼ ବଟବୃକ୍ଷର ରୂପ ନେଇଛି। ଆଜି ଦେଶକୁ ସେବା କରିବାର ଦାୟିତ୍ୱ ସେହି ବିଚାରଧାରାକୁ ମିଳିଛି ବୋଲି ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି ଅବସରରେ ରବିବାର ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି […]

568

568

Tapas Behera
  • Published: Sunday, 23 June 2019
  • Updated: 23 June 2019, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଜେପିର ବିଚାରଧାରା ଓ ରାଜନୈତିକ ଆନ୍ଦୋଳନର ପ୍ରଣେତା ଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଜନସଂଘର ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି ଆକାରରେ ବଡ଼ ବଟବୃକ୍ଷର ରୂପ ନେଇଛି। ଆଜି ଦେଶକୁ ସେବା କରିବାର ଦାୟିତ୍ୱ ସେହି ବିଚାରଧାରାକୁ ମିଳିଛି ବୋଲି ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟତିଥି ଅବସରରେ ରବିବାର ଭୁବନେଶ୍ୱରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି, ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଶରେ ଏକ ବୈକଳ୍ପିକ ବ୍ୟବସ୍ଥାର ସ୍ୱପ୍ନ ଦେଖିଥିଲେ। କେବଳ ଗୋଟିଏ ଦେଶରେ ଦୁଇଟି ବିଧାନ ଓ ଦୁଇଟି ନିଶାନର କଥା ନଥିଲା, ମୂଳଭୁତ ଭାବେ ଦେଶର ଅର୍ଥନୀତି କେଉଁ ଭଳି ହେବ, ଦେଶର ବିକାଶ, ରାଷ୍ଟ୍ରୀୟ ସୁରକ୍ଷା, ସମାଜ ନୀତି କେଉଁ ଭଳି ହେବ ଓ ଆମୁଳ ଚୂଳ ବିକଳ୍ପ ରଖୁଥିବା ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ସାଂସଦ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପ୍ରକାଶ ମିଶ୍ର, ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story