ବିଭିନ୍ନ ଅନିୟମିତତା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ବିଭିନ୍ନ ଅନିୟମିତତା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଏଡିଏମ୍‌ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଙ୍ଗନୱାଡିରେ ସୁଷମ ଖାଦ୍ୟ ବଣ୍ଟନ ସହ ମମତା ଯୋଜନରେ ପ୍ରସୂତି ମହିଳାଙ୍କୁ ସରକାର ଅର୍ଥ ପ୍ରଦାନରେ  ଅନିୟମିତା ଅଭିଯୋଗ କରିଛି ମହିଳା ମୋର୍ଚ୍ଚା। ଏଥିପାଇଁ ମାତୃ ମୃତ୍ୟୁହାରରେ ଆମ ରାଜ୍ୟ ଆଗରେ ରହିଛି ବୋଲି ମୋର୍ଚ୍ଚା ଅଭିଯୋଗ କରିଛି। ଏସବୁ ଅନିୟମିତତାର ସ୍ୱତନ୍ତ୍ର ଅଡିଟି ଦାବି କରାଯାଇଛି।

bjp

bjp

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 08:49 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story