ଡ୍ୟାନ୍ସ କଲେ ବିଜେପି ବିଧାୟିକା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ପାଦରେ ପାଦ ମିଶାଇ ଓ ହାତକୁ ହାତରେ ଛନ୍ଦି ନୃତ୍ୟରେ ମଜିଗଲେ ବିଧାୟିକା। ମ୍ୟୁଜିକର ତାଳେ ତାଳେ ଛାତ୍ରଛାତ୍ରୀଙ୍କ ମେଳରେ ତାଙ୍କର ନୃତ୍ୟ କାର୍ଯ୍ୟକ୍ରମକୁ ବେଶ ରଙ୍ଗୀନ କରିଦେଇଥିଲା। ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଲେ ଆଉ ସସସ୍ତଙ୍କୁ ଝୁମାଇଲେ ମଧ୍ୟ। କିଛି ଏମିତି ଢଙ୍ଗରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଦେଖିବାକୁ ମିଳିଥିଲା।  ଖୁଏଲ ଯାତ୍ରାରେ ସାମିଲ ହୋଇ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀଙ୍କ ନାଚିଥିଲେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ । ଖୁଏଲ […]

b-8vc

b-8vc

Tapas Behera
  • Published: Monday, 13 January 2020
  • Updated: 13 January 2020, 05:43 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):ପାଦରେ ପାଦ ମିଶାଇ ଓ ହାତକୁ ହାତରେ ଛନ୍ଦି ନୃତ୍ୟରେ ମଜିଗଲେ ବିଧାୟିକା। ମ୍ୟୁଜିକର ତାଳେ ତାଳେ ଛାତ୍ରଛାତ୍ରୀଙ୍କ ମେଳରେ ତାଙ୍କର ନୃତ୍ୟ କାର୍ଯ୍ୟକ୍ରମକୁ ବେଶ ରଙ୍ଗୀନ କରିଦେଇଥିଲା। ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଲେ ଆଉ ସସସ୍ତଙ୍କୁ ଝୁମାଇଲେ ମଧ୍ୟ।

କିଛି ଏମିତି ଢଙ୍ଗରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ଦେଖିବାକୁ ମିଳିଥିଲା।  ଖୁଏଲ ଯାତ୍ରାରେ ସାମିଲ ହୋଇ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀଙ୍କ ନାଚିଥିଲେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ।

ଖୁଏଲ ଯାତ୍ରାରେ ସାମିଲ ହୋଇ ସୁନ୍ଦରଗଡ଼ କଲେଜ ଛାତ୍ରଛାତ୍ରୀଙ୍କ ନାଚିଥିଲେ ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ । ଆଜି ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ତରଫରୁ ଆୟୋଜନ କରାଯାଇଥିଲା ଖୁଏଲ ଯାତ୍ରା । ପଶ୍ଚିମ ଓଡିଶାର ଲୁକାୟିତ କଳା ସଂସ୍କୃତିକୁ ସର୍ବସାଧାରଣରେ ପ୍ରଦର୍ଶନ କରିଥିଲେ ଛାତ୍ର ଛାତ୍ରୀ। ଆଉ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଧାୟିକା କୁସୁମ ଟେଟେ । ଆଉ ଛାତ୍ରଛାତ୍ରୀଙ୍କ ନାଚ ଦେଖି ନିଜେ ବି ନାଚିଥିଲେ । ଆଉ ସେହି ମୁହୂର୍ତ୍ତର ଭିଡ଼ିଓ ବର୍ତ୍ତମାନ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story