ସିଏଏ ଦ୍ୱନ୍ଦ୍ୱ ଦୂର ପାଇଁ ପୂରା ଦମ୍ ଲଗାଇଛି ବିଜେପି; କଟକରେ ଶୋଭାଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ରୋଡ୍‌ ସୋ। କଟକର କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର କର୍ମୀ ଓ ନେତା। ରାଲି କଲେଜ ଛକରୁ ବାହାରି ବାଦମବାଡି ଦେଇ ଖାନନଗରରେ ପହଁଞ୍ଚିଥିଲା। ନାଗରିକତା ଆଇନ କଣ ଓ ଏଥିରେ ମୁସଲମାନ ସଂପ୍ରଦାୟ ଲୋକଙ୍କର କିପରି କ୍ଷତି ହେବନି ସେ ନେଇ ଦଳ ପ୍ରସ୍ତୁତ କରିଥିବା ଲିଫଲେଟ୍‌ […]

n-7cc

n-7cc

Tapas Behera
  • Published: Monday, 06 January 2020
  • Updated: 07 January 2020, 07:14 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ରୋଡ୍‌ ସୋ। କଟକର କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହାତରେ ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର କର୍ମୀ ଓ ନେତା। ରାଲି କଲେଜ ଛକରୁ ବାହାରି ବାଦମବାଡି ଦେଇ ଖାନନଗରରେ ପହଁଞ୍ଚିଥିଲା। ନାଗରିକତା ଆଇନ କଣ ଓ ଏଥିରେ ମୁସଲମାନ ସଂପ୍ରଦାୟ ଲୋକଙ୍କର କିପରି କ୍ଷତି ହେବନି ସେ ନେଇ ଦଳ ପ୍ରସ୍ତୁତ କରିଥିବା ଲିଫଲେଟ୍‌ ବାଣ୍ଟିଥିଲେ କର୍ମୀ। CAA ନାଗରିକତା ନେବା ପାଇଁ ନୁହେଁ ବରଂ ଦେବା ପାଇଁ ବୋଲି କହିଥିଲେ ଧର୍ମେନ୍ଦ୍ର କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ, ମହାତ୍ମା ଗାନ୍ଧିଙ୍କଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ମନମୋହନ ସିଂ ଯାହା ଚାହିଁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହା କରିଦେଖାଇଲେ। ଶରଣାର୍ଥୀଙ୍କୁ ନାଗରିକତା ଦେବା ଯୋଗୁ ପାକିସ୍ତାନ ଓ ISIକୁ କଷ୍ଟ ହେଉଥିବା ବେଳେ କଂଗ୍ରେସକୁ ମଧ୍ୟ କଷ୍ଟ ହେଉଛି ବୋଲି କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। ଶୋଭାଯାତ୍ରାରେ ସାମିଲ ହୋଇଥିବା ମୁସଲିମ୍ ସଂପ୍ରଦାୟର ଲୋକ ବି ନାଗରିକାତ ସଂଶୋଧନ ସପକ୍ଷରେ ଲୋକଙ୍କୁ କହିଥିଲେ।

ଏପଟେ ବିଜେପି କରିଥିବା ଭୁଲକୁ ଘୋଡାଇବାକୁ ସଚେତନା ଶୋଭାଯାତ୍ରା କରୁଛି ବୋଲି ପାଲଟା ଅଭିଯୋଗ ଆଣିଛି କଂଗ୍ରେସ। ବିଜେପିର ଜନଜାଗରଣ ଅଭିଯାନ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ବୋଲି କହିଛି ବିଜେଡି।

ସେହିପରି ଆଜି ନୟାଗଡରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସିଏଏ ସମର୍ଥନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସିଏଏ ସପକ୍ଷରେ ଜନମତ ସୃଷ୍ଟି ପାଇଁ ୧୦ ଦିନରେ ରାଜ୍ୟର ୧ କୋଟି ଲୋକଙ୍କ ପାଖରେ ପହଁଞ୍ଚିବାକୁ ଲକ୍ଷ୍ୟ ରଖିଛି ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story