କୃଷକ ସମ୍ବାଦ ଭର୍ଚୁଆଲ ରାଲି, ଓଡ଼ିଶାର ଚାଷୀଙ୍କୁ ଆତ୍ମନିର୍ଭର ସହ ସଶକ୍ତ କରିଛି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷି ନୀତି ଓଡ଼ିଶାର କୃଷକଙ୍କୁ ଆତ୍ମନିର୍ଭର କରିବା ସହ ସଶକ୍ତ କରିଛି ବୋଲି ବିଜେପିର କୃଷକ ସମ୍ବାଦ ଭର୍ଚୁଆଲ ରାଲିକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ରାଲିକୁ ସମ୍ବୋଧନ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ। ସମଗ୍ର ଦେଶର ଚାଷୀଙ୍କ […]

bjp

bjp

Manoranjan Sial
  • Published: Saturday, 20 June 2020
  • Updated: 20 June 2020, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃଷି ନୀତି ଓଡ଼ିଶାର କୃଷକଙ୍କୁ ଆତ୍ମନିର୍ଭର କରିବା ସହ ସଶକ୍ତ କରିଛି ବୋଲି ବିଜେପିର କୃଷକ ସମ୍ବାଦ ଭର୍ଚୁଆଲ ରାଲିକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ରାଲିକୁ ସମ୍ବୋଧନ କରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ। ସମଗ୍ର ଦେଶର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ତୋମାର କହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କ ନେତୃତ୍ୱରେ ଚାଷୀକୁ ତା ସାମଗ୍ରୀର ଉପଯୁକ୍ତ ପ୍ରାପ୍ୟ ମିଳିଛି। ମୋଦି ସରକାରରେ ବିଗତ ୬ ବର୍ଷରେ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛିା ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛିା କୋରନା ଭଳି ଘଡିସନ୍ଧି ମୁହୂର୍ତରେ ଚାଷ କର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛିା ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଓଡିଶାର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧିରେ ମାସିକ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ୍ ଆକାଉଂଟକୁ ଦେଇଛନ୍ତିା ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କୃଷି କ୍ଷେତ୍ର ମଜବୁତ ହୋଇଛି ତଥା ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସଶକ୍ତ କରିଛି। କୃଷି ପ୍ରଧାନ ଅଂଚଳ ଓଡିଶା ରାଜ୍ୟର କୃଷିମାନେ ମଧ୍ୟ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇଛନ୍ତି। ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ ମଧ୍ୟ ଲାଗିବା ଫଳରେ ରାଜ୍ୟରେ କୃଷି ଉତ୍ପାଦନ ବଢିବା ଏହାର ସିଧାସିଧା ଲାଭ ଓଡିଶାର ସାଧାରଣ ଘରର ଚାଷୀମାନଙ୍କୁ ମିଳିବା

କୃଷି କ୍ଷେତ୍ର ଆତ୍ମଭାରତ ଯୋଜନାର ଅଂଶ ବିଶେଷ। ପ୍ରଧାନମନ୍ତ୍ରୀଙ୍କ ବ୍ୟବସ୍ଥା କାରଣରୁ ଆଗାମୀ ଦିନରେ ସ୍ଥାନୀୟ ଅଂଚଳର କୃଷିଜାତ ସାମଗ୍ରୀ ଯଥା କନ୍ଧମାଳର ହଳଦୀ, କୁଚିଣ୍ଡାର ଲଙ୍କା, ନିମାପଡାର ଦୁଗ୍ଧଜାତ ସାମଗ୍ରୀ ଆ"ର୍ଜାତିକ ବଜାରରେ ବିକ୍ରି ହେବା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭ କୃଷି ଆଧାରିତ ଓ ଜଙ୍ଗଲ ଆଧାରିତ ଅର୍ଥନୀତିକୁ ସୁଦୃଢ କରିବା

ଅପରପକ୍ଷରେ ବର୍ତମାନର ପରିସ୍ଥିତିକୁ ଦେଖି ପ୍ରବାସୀ ଶ୍ରମିକଙ୍କୁ କାମ ଦେବା ପାଇଁ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୬ ଗ୍ରାମୀଣ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ୨୫ଟି ଭିନ୍ନଭିନ୍ନ କାର୍ଯ୍ୟକ୍ରମରେ କାମ ପାଇପାରିବେ। ଏହି ଅଭିଯାନ ମାଧ୍ୟମରେ ଓଡିଶାର ଅଧିକ ରହୁଥିବା ପ୍ରବାସୀ ୪ଟି ଜିଲ୍ଲା ଗ୍ରାମ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିରର ଶ୍ରମିକମାନେ ଲାଭ ପାଇପାରିବୋ ଏହି ଅବସରରେ କୃଷକ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ରାଜ୍ୟର ଚାଷୀ ମାନଙ୍କ ସମସ୍ୟା ଦିଲ୍ଲୀ ଦରବାରରେ ପହଁଚାଇବା ଏବଂ ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀ ମାନଙ୍କ ପାଖରେ ପହଁଚାଇବା ପାଇଁ ଆହ୍ୱାନ କରିଥିଲୋ ସେହିପରି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ବୀରେନ୍ଦ୍ର ସିଂ ମୋଦିଙ୍କ ଅମଳରେ କୃଷିର ବିକାଶ ହୋଇଛି କହିଥିବା ବେଳେ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଗରିବ କୃଷକ ମାନଙ୍କୁ ସବୁ ମୌଳିକ ବ୍ୟବସ୍ଥା ଯୋଗାଇଛନ୍ତି ବୋଲି କହିଛନ୍ତିା

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚାର ନବ ନିଯୁକ୍ତ ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ପୂର୍ବତନ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି, ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଯୋଗଦେବା ସହ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସହସ୍ର କାର୍ଯ୍ୟକର୍ତା ଅଂଶଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story