ରାଜଭବନ ଆଗରେ ବିଜେପିର ରଣହୁଙ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡର ୫ ବର୍ଷର ଝିଅ ପରୀକୁ ନ୍ୟାୟ ଦାବିରେ ତେଜିଛୁ ଆନ୍ଦୋଳନ । ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି । ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ରିଲେ ଅନଶନ ଜାରି ରହିଥିବା ବେଳେ ଏପଟେ ଭୁବନେଶ୍ୱର ରାଜଭବନ ଆଗରେ ବିଜେପି ଧାରଣା ଦେଇଛି । ପରୀକୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ […]

bjp-protest-1

bjp-protest-1

Madhupriya Mistry
  • Published: Monday, 07 December 2020
  • Updated: 07 December 2020, 02:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡର ୫ ବର୍ଷର ଝିଅ ପରୀକୁ ନ୍ୟାୟ ଦାବିରେ ତେଜିଛୁ ଆନ୍ଦୋଳନ । ବିଜେପି ପକ୍ଷରୁ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି । ନୟାଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ରିଲେ ଅନଶନ ଜାରି ରହିଥିବା ବେଳେ ଏପଟେ ଭୁବନେଶ୍ୱର ରାଜଭବନ ଆଗରେ ବିଜେପି ଧାରଣା ଦେଇଛି ।

ପରୀକୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ସାମିଲ ହୋଇଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବି ଜୋରଦାର ବିର୍ଷିଛି ବିଜେପି । ଯେ ପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ଦଳରୁ ବହିଷ୍କାର କରାନଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ନେତା ଘୋଷଣା କରିଛନ୍ତି ।

ସେପଟେ ଘଟଣାକୁ ବେଶି ରାଜନୀତିକରଣ ନକରିବାକୁ ବିଜେଡି କହିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରୀ ପ୍ରସଙ୍ଗରେ କହିଛନ୍ତି, ଫେସ୍ ସେଭିଂ ପାଇଁ ବିଜେପି ପରୀକୁ ପ୍ରସଙ୍ଗ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story