ମେୟରଙ୍କ ଇସ୍ତଫା ଦାବି ଓ କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ଜାଗମରାରେ ବିଜେପିର ଜନତା ଦରବାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ଆଜି ଦଳୀୟ କର୍ମୀ ଓ ନେତା ରାମମନ୍ଦିର ଛକରେ ବିକ୍ଷୋବ କରିବା ସହ ରାସ୍ତାରୋକ କରିଥିଲେ। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି,“ଆଗାମୀ ଦିନରେ ଏଭଳି ବହୁ ଭିଡିଓ ସିଡିର ଖୁଲାସା କରାଯିବ। ମୁଖ୍ୟମନ୍ତ୍ରୀ ମେୟରଙ୍କୁ ଘଣ୍ଟ ଘୋଡାଉଛନ୍ତି। ଗତକାଲି ଜାଗମରା ଅଞ୍ଚଳରେ ବିଜେପିର ଜନତା ଦରବାର ଚାଲିଥିବା ବେଳେ […]

jagamara-janata

jagamara-janata

Rakesh Mallick
  • Published: Monday, 02 January 2017
  • Updated: 02 January 2017, 09:49 PM IST

Sports

Latest News

ଭୁବନେଶ୍ୱର: ଜାଗମରାରେ ବିଜେପିର ଜନତା ଦରବାର ବେଳେ ବିଜେଡି କର୍ମୀଙ୍କ ଆକ୍ରମଣ ଓ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ଆଜି ଦଳୀୟ କର୍ମୀ ଓ ନେତା ରାମମନ୍ଦିର ଛକରେ ବିକ୍ଷୋବ କରିବା ସହ ରାସ୍ତାରୋକ କରିଥିଲେ।

ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆ କହିଛନ୍ତି,“ଆଗାମୀ ଦିନରେ ଏଭଳି ବହୁ ଭିଡିଓ ସିଡିର ଖୁଲାସା କରାଯିବ। ମୁଖ୍ୟମନ୍ତ୍ରୀ ମେୟରଙ୍କୁ ଘଣ୍ଟ ଘୋଡାଉଛନ୍ତି।

ଗତକାଲି ଜାଗମରା ଅଞ୍ଚଳରେ ବିଜେପିର ଜନତା ଦରବାର ଚାଲିଥିବା ବେଳେ ବିଜେଡିର ଜନୈକ ପୂର୍ବତନ କର୍ପୋରେଟର ଓ ତାଙ୍କ ସ୍ୱାମୀଙ୍କ ସମେତ କିଛି ବିଜେଡି କର୍ମୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ହାତାହାତି ହୋଇଥିଲେ। ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କ ଘରେ ପଶି ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story