ବିଜେପିର ତ୍ରିରଙ୍ଗା ଯାତ୍ରା: ବକ୍ସି ଜଗବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ବିଜେପିର ‘ୟାଦ୍‌ କରୋ କୁର୍ବାନି’ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ଅବସରରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମଗିରିର ଗଡ଼ରୋଡ଼ଙ୍ଗରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଆଜି ସକାଳ ୯ଟାରେ ପୁରୀ ବାଇପାସ୍‌ ମଙ୍ଗଳାଘାଟ ଛକରୁ ଏକ ବାଇକ୍‌ ରାଲିରେ ଧର୍ମେନ୍ଦ୍ର ପ୍ରଧାନ ଗଡ଼ରୋଡଙ୍ଗକୁ ଯାଇଥିଲେ।  ସେଠାରେ ବକ୍ସି ଜଗବନ୍ଧୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଜନସଭାକୁ ସମ୍ୱୋଧିତ କରିଥିଲେ।

dharmendra

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 02:03 PM IST

ପୁରୀ: ବିଜେପିର ‘ୟାଦ୍‌ କରୋ କୁର୍ବାନି’ ଅନ୍ତର୍ଗତ ତ୍ରିରଙ୍ଗା ଯାତ୍ରା ଅବସରରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମଗିରିର ଗଡ଼ରୋଡ଼ଙ୍ଗରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ଆଜି ସକାଳ ୯ଟାରେ ପୁରୀ ବାଇପାସ୍‌ ମଙ୍ଗଳାଘାଟ ଛକରୁ ଏକ ବାଇକ୍‌ ରାଲିରେ ଧର୍ମେନ୍ଦ୍ର ପ୍ରଧାନ ଗଡ଼ରୋଡଙ୍ଗକୁ ଯାଇଥିଲେ।  ସେଠାରେ ବକ୍ସି ଜଗବନ୍ଧୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଜନସଭାକୁ ସମ୍ୱୋଧିତ କରିଥିଲେ।

Related story