ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ସମର୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍ ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତା ୨୧ ତାରିଖରେ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ବିଜେପି ସମର୍ଥନ ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଜେପି ନୈତିକ ସମର୍ଥନ ଜଣାଉଛି। ଗଣତନ୍ତ୍ରରେ ମତ ରଖିବା ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ସମସ୍ତଙ୍କର ମୌଳିକ ଅଧିକାର। […]

Odisha BJP President Basant Panda Criticized Narayan

Manoranjan Sial
  • Published: Monday, 18 February 2019
  • Updated: 18 February 2019, 05:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍ ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତା ୨୧ ତାରିଖରେ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ବିଜେପି ସମର୍ଥନ ଦେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଘୋଷଣା କରିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଜେପି ନୈତିକ ସମର୍ଥନ ଜଣାଉଛି। ଗଣତନ୍ତ୍ରରେ ମତ ରଖିବା ଓ ଗଣତାନ୍ତ୍ରିକ ପ୍ରତିବାଦ କରିବା ସମସ୍ତଙ୍କର ମୌଳିକ ଅଧିକାର। ବିଭିନ୍ନ ସମୟରେ ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଆସୁଥିଲେ ମଧ୍ୟ ଅଗଣତାନ୍ତ୍ରିକ ଭାବେ ସେମାନଙ୍କୁ ପୁଲିସ ମାଧ୍ୟମରେ ମାଡ଼ ମରାଇ ସହର ଭିତରକୁ ପୁରାଇ ଦିଆଯାଉନି। ଶକ୍ତି ପ୍ରୟୋଗ କରି ଚାଷୀଙ୍କ ଗଣତନ୍ତ୍ର ଆନ୍ଦୋଳନର କଣ୍ଠରୋଧ କରିବା ବଦଳରେ ସେମାନଙ୍କ ସହ ଆଲୋଚନା କରାଯିବା ବାଞ୍ଝନୀୟ ବୋଲି ଶ୍ରୀ ପଣ୍ଡା କହିବା ସହ ରାଜ୍ୟ ସରକାରଙ୍କର ଚାଷୀ ବିରୋଧୀ ଓ ଏକଛତ୍ରବାଦୀ ମାନସିକତାକୁ ବିଜେପି ବିରୋଧ କରୁଛି ବୋଲି ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story