୧୦ରୁ ସବୁ ଲୋକସଭା ମଣ୍ଡଳୀରେ ବିଜେପି କରିବ ଜନ ଅଦାଲତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବା ପାଇଁ ରାଜ୍ୟ ବିଜେପି ସଂକଳ୍ପ ନେଇଛି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ‘ସ୍ଥାଣୁ, ଅପାରଗ ଓ ଭ୍ରଷ୍ଟ ସରକାର’ଙ୍କୁ ଜବାବ ମାଗିବା ସହ ସେମାନଙ୍କୁ ଲୋକଙ୍କ ଅଦାଲତରେ ଛିଡ଼ା କରାଇବାକୁ ବିଜେପି ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ମଣ୍ଡଳୀରେ ଫେବୃୟାରୀ ୧୦ରୁ ୧୭ତାରିଖ ମଧ୍ୟରେ ଜନ ଅଦାଲତ […]

samirmohanty

samirmohanty

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକଙ୍କ ପାଖକୁ ଯିବା ପାଇଁ ରାଜ୍ୟ ବିଜେପି ସଂକଳ୍ପ ନେଇଛି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ 'ସ୍ଥାଣୁ, ଅପାରଗ ଓ ଭ୍ରଷ୍ଟ ସରକାର'ଙ୍କୁ ଜବାବ ମାଗିବା ସହ ସେମାନଙ୍କୁ ଲୋକଙ୍କ ଅଦାଲତରେ ଛିଡ଼ା କରାଇବାକୁ ବିଜେପି ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ମଣ୍ଡଳୀରେ ଫେବୃୟାରୀ ୧୦ରୁ ୧୭ତାରିଖ ମଧ୍ୟରେ ଜନ ଅଦାଲତ ଆୟୋଜନ କରାଯିବ। ଆଉ ବିଜେପି ପ୍ରସ୍ତୁତ କରିଥିବା ଚାର୍ଜସିଟର ଉତ୍ତର ରଖିବାକୁ ବିଜେଡି ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦଳ ଆହ୍ୱାନ କରିଛି।

ଆଜି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ୧୯ ବର୍ଷ ଧରି ରାଜ୍ୟବାସୀଙ୍କୁ ଧୋକା ଦେଇଛି। ଓଡିଶାରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ସାରା ଓଡ଼ିଶାରେ ଆଜି ଲୋକମାନେ ତ୍ରାହିତ୍ରାହି ଡାକିଲେଣି। ଚାଷୀ, ମହିଳା, ଯୁବକ, ସମସ୍ତେ ଆଜି ଅସୁରକ୍ଷିତ ଏବଂ ଅସହାୟ ହୋଇପଡ଼ିଛନ୍ତି। ବିଜେଡିର ବିଧାୟକ , ସାଂସଦ ଓ ମନ୍ତ୍ରୀମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଲେ ବି ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ତାଙ୍କର ସର୍ଦ୍ଦାର ସାଜିଛନ୍ତି। କଳାପାହାଡ଼ ରୂପୀ ଅଣଓଡ଼ିଆ ଅଫିସରମାନେ ସ୍ୱର୍ଣ୍ଣଗର୍ଭା ଓଡ଼ିଶାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି । ଶାସକ ଦଳର ସାଂସଦ, ମନ୍ତ୍ରୀ, ବିଧାୟକମାନଙ୍କର ଲୋକଙ୍କ ପ୍ରତି ଯାହା ଉତ୍ତରଦାୟିତ୍ୱ ରହିବା କଥା ତାହା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ଏଥିପାଇଁ ଆସନ୍ତା ଫେବୁଆରୀ ୧୦ରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭାରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଦେଶକୁ ସ୍ୱାଧୀନତା ଆଣିବାରେ ନେତାଜୀ ସୁବାସ ବୋଷଙ୍କର ଅବଦାନ ଥିଲା ଅତୁଳନୀୟ। ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରି ଗଣତନ୍ତ୍ରର ରକ୍ଷା ପାଇଁ ସେ ପ୍ରୟାସ କରିଥିଲେ। ତାଙ୍କର ଜନ୍ମଜୟନ୍ତୀ ଅବସରରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜେପି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story