ଗୃହ ସଚିବଙ୍କୁ ଭେଟି ସ୍ମିତାରାଣୀଙ୍କ ପାଇଁ ନ୍ୟାୟ ମାଗିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ପିଇଓ ସ୍ମିତାରାଣି ବିଶ୍ୱାଳଙ୍କ ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ଓ ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ଗୃହ ସଚିବଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ଦାବି କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ଲୋକସେବା ଭବନରେ ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଭେଟି ମୃତ ପିଇଓ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି […]

bjp

bjp

Manoranjan Sial
  • Published: Wednesday, 23 October 2019
  • Updated: 23 October 2019, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ପିଇଓ ସ୍ମିତାରାଣି ବିଶ୍ୱାଳଙ୍କ ହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ଓ ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ଗୃହ ସଚିବଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ଦାବି କରିଛି।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ଲୋକସେବା ଭବନରେ ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଭେଟି ମୃତ ପିଇଓ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ମିତାରାଣୀଙ୍କ ମୃତ୍ୟୁକୁ ୭ ଦିନ ପୂରିଲାଣି, କିନ୍ତୁ ପୁଲିସ ଯାହା ତଦନ୍ତ କରୁଛି ତାହା କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କରିଛି। ତାଙ୍କ ବୃତ୍ତିଗତ ଦିଗକୁ ଜାଣିଶୁଣି ଛାଡ଼ିଦେଉଛି । ଗତକାଲି ସ୍ମିତାରାଣୀଙ୍କର ସ୍ୱାମୀ ମହିଳା କମିଶନ ଓ ପୁଲିସ୍ ଡିଜିଙ୍କ ପାଖରେ କହିଛନ୍ତି ଯେ ସ୍ମୀତାରାଣୀଙ୍କ ଉପରେ ବୃତ୍ତିଗତ ଚାପ ଥିଲା। ଶାସକ ଦଳର କିଛି ନେତା ମିଥ୍ୟା ବିଲ୍ ପାସ କରାଇବା, ପକ୍କାଘର ହିତାଧିକାରୀ ଚୟନରେ ସେମାନଙ୍କ ସୁପାରିଶ ଅନୁସାରେ ହିତାଧିକାରୀ ଚୟନ କରିବା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ବେଆଇନ କାମ କରିବା ପାଇଁ ଚାପ ପକାଉଥିଲେ। ସେକଥା ସ୍ମୀତାରାଣୀ ତାଙ୍କ ସ୍ୱାମୀଙ୍କୁ ଅନେକ ଥର କହିଥିଲେ । ପୁଲିସ ସେହି ଦିଗ ଉପରେ ତଦନ୍ତ କାହିଁକି କରୁନାହିଁ। ବିଭିନ୍ନ ପ୍ରକାରର କେଳେଙ୍କାରୀକୁ ଲୁଚାଇବା ପାଇଁ ସ୍ମିତାଙ୍କୁ ହତ୍ୟା କରାଯାଇଛି ଏକଥା ସ୍ପଷ୍ଟ ଜଣାପଡୁଛି। ଆଗରୁ ବିଭିନ୍ନ ଗଣମାଧ୍ୟମରେ ଧର୍ମଶାଳାର ବ୍ଲକର ଦୁର୍ନୀତି କଥା କ୍ରମାଗତ ଭାବେ ପ୍ରକାଶିତ ହୋଇଛିା ସ୍ମିତାଙ୍କର ମୃତ୍ୟୁ ଡ୍ୟୁଟିରେ ଥିଲାବେଳେ ହୋଇଛି ମାତ୍ର ଧର୍ମଶାଳା ବିଡିଓ ଏପର୍ଯ୍ୟନ୍ତ କାହିଁକି ଏଫଆଇଆର ଦେଇନାହାନ୍ତି ବୋଲି ବିଜେପି ପ୍ରତିନିଧି ଦଳ ଗୃହ ସଚିବଙ୍କଠୁ ଜାଣିବାକୁ ଚାହିଁଥିଲା। ଜଣେ ସରକାରୀ କର୍ମଚାରୀ ଭତ୍ତା ବାଣ୍ଟିବାକୁ ଗଲେ ଓ କାର୍ଯ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା। କିନ୍ତୁ ପ୍ରଶାସନିକସ୍ତରରେ ଏନେଇ କୌଣସି ଖୋଳତାଡ଼ କରାଗଲାନି। ତୃଣମୂଳସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀମାନଙ୍କ ପ୍ରତି ଏପରି ଅତ୍ୟାଚାର ଘଟଣାରେ ମୁଖ୍ୟ ସଚିବଙ୍କର ହସ୍ତକ୍ଷେପ ଦାବି କରି ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ବିଜେପି ଦାବି କରୁଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ, ରାଜ୍ୟ ସଂପାଦକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ, ଜିଲ୍ଲା ସଭାପତି ଗୌତମ ରାୟ ଓ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story