କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରାଯାଇଛି; ନିଲମ୍ବନ କରିବୁନି: ବସନ୍ତ ପଣ୍ଡା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଷଡ଼ଯନ୍ତ୍ର କରାଯାଇ ଗିରଫ କରାଯାଇଛି। କିନ୍ତୁ ଦଳ କୃଷ୍ଣ ବାବୁଙ୍କ ସପକ୍ଷରେ ଠିଆ ହେବ। ତାଙ୍କୁ ଦଳରୁ ନିଲମ୍ବନ କରାଯିବ ନାହିଁ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏହା କହିଛନ୍ତି। ସେ କହିଛନ୍ତି,“ଗଞ୍ଜାମ, ମୟୂରଭଞ୍ଜ ଓ ବରଗଡ଼ରେ ବିଜେପିର ପତିଆରା ବଢ଼ିଛି। ବିଜେପିର ପତିଆରା ବୃଦ୍ଧିକୁ ବିଜେଡ଼ି ସହ୍ୟ କରିପାରୁନି। ପୋଲିସକୁ ହାତବାରିସୀ କରି ବିଜେପି ନେତାଙ୍କୁ ଗିରଫ କରାଯାଉଛି।” ସେ ଆହୁରି କହିଛନ୍ତି,“କୃଷ୍ଣ ବାବୁ […]

nn

nn

Rakesh Mallick
  • Published: Monday, 20 November 2017
  • Updated: 20 November 2017, 01:52 PM IST

Sports

Latest News

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଷଡ଼ଯନ୍ତ୍ର କରାଯାଇ ଗିରଫ କରାଯାଇଛି। କିନ୍ତୁ ଦଳ କୃଷ୍ଣ ବାବୁଙ୍କ ସପକ୍ଷରେ ଠିଆ ହେବ। ତାଙ୍କୁ ଦଳରୁ ନିଲମ୍ବନ କରାଯିବ ନାହିଁ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏହା କହିଛନ୍ତି।

ସେ କହିଛନ୍ତି,“ଗଞ୍ଜାମ, ମୟୂରଭଞ୍ଜ ଓ ବରଗଡ଼ରେ ବିଜେପିର ପତିଆରା ବଢ଼ିଛି। ବିଜେପିର ପତିଆରା ବୃଦ୍ଧିକୁ ବିଜେଡ଼ି ସହ୍ୟ କରିପାରୁନି। ପୋଲିସକୁ ହାତବାରିସୀ କରି ବିଜେପି ନେତାଙ୍କୁ ଗିରଫ କରାଯାଉଛି।”

ସେ ଆହୁରି କହିଛନ୍ତି,“କୃଷ୍ଣ ବାବୁ  ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ। ସେଥିପାଇଁ  ସରକାର ରାଜନୈତିକ ଯୋଜନା କରି ନିଜର ପ୍ରତିଦ୍ୱନ୍ଦୀ ଓ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଏପରି ଅପଚେଷ୍ଟା କରିଛନ୍ତି।  ଗଣତନ୍ତ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ।

ବିଜୁ ଜନତା ଦଳ ରକ୍ତ ମୁଖା ହୋଇଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, ଜମି ବିକ୍ରି ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୋଲିସ୍‌ ଗତକାଲି ଗିରଫ କରିଥିଲା। ଜଣେ ବିଲଡର ତାଙ୍କ ବିରୋଧରେ  କୋଟିଏ ଟଙ୍କାର ଠକେଇ ଅଭିଯୋଗ କରିଥିଲେ।

କୃଷ୍ଣଚନ୍ଦ୍ର ଜମି ବିକ୍ରି ନାଁରେ ଟଙ୍କା ଠକିଥିବା ନେଇ ସଂପୃକ୍ତ ବିଲଡର ଭୁବନେଶ୍ୱରରେ ଏକ କୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ଦାଏର ହୋଇଥିଲା। ଦୁଇ ଦିନ ତଳେ ପୋଲିସ୍‌ ତାଙ୍କ ବାରିପଦାସ୍ଥିତ ଘରେ ଚଢ଼ାଉ କରିଥିଲା।

୨୦୧୧ରେ ନନ୍ଦନକାନନ ଅଞ୍ଚଳରେ ଏଜ ଜମି କିଣାବିକା ପାଇଁ କୃଷ୍ଣଚନ୍ଦ୍ର ଓ ବିଲଡରଙ୍କ ମଧ୍ୟରେ ୬ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏଥିପାଇଁ କୃଷ୍ଣଚନ୍ଦ୍ର ବିଲଡରଙ୍କଠାରୁ ୧ କୋଟି ଟଙ୍କା ଅଗ୍ରୀମ ନେଇଥିଲେ। ତେବେ ଜମି ତାଙ୍କ ନାଁରେ ନ ଥିବା ଜଣାପଡ଼ିବାରୁ ବିଲଡର ତାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। ତେବେ ୬ ବର୍ଷ ଧରି ସେ ବିଲଡରଙ୍କୁ ଧରାଛୁଆଁ ଦେଉ ନ ଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story