୪୧ ୟୁନିଟ୍ ରକ୍ତ ସଂଗୃହୀତ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଗତ ଶନିବର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍ପି କୈଳାସ ଚନ୍ଦ୍ର ପରିଡ଼ା ଉଦ୍ଘାଟନ କରିଥିଲେ। ଭଦ୍ରକ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ ଓ ଶ୍ରୀ ଏସ୍କେ ବୁଦ୍ଧିଆ ଯୋଗଦେଇ ୪୧ […]

blod-donation-campain-in-bhadrak

blod-donation-campain-in-bhadrak

Manoranjan Sial
  • Published: Monday, 11 February 2019
  • Updated: 11 February 2019, 10:41 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ଗତ ଶନିବର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍ପି କୈଳାସ ଚନ୍ଦ୍ର ପରିଡ଼ା ଉଦ୍ଘାଟନ କରିଥିଲେ।
ଭଦ୍ରକ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ ଓ ଶ୍ରୀ ଏସ୍କେ ବୁଦ୍ଧିଆ ଯୋଗଦେଇ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଯୁବ ସଂଗଠନ ପକ୍ଷରୁ ଆଲୋକ ଚନ୍ଦ, ଦୀପକ ଚନ୍ଦ,ଜଗନ୍ନାଥ ଚନ୍ଦ ବସନ୍ତ କୁମାର ଚନ୍ଦ, ଗୌରାଙ୍ଗ ଚନ୍ଦ,ସଞ୍ଜୟ ଚନ୍ଦ, ବରୁଣ ଘୋଷ, ରଞ୍ଜନ ସ୍ୱାଇଁ, ଅକ୍ଷୟ ସାହୁ, ସଂଜୟ ସାହୁ, ବାଦଲ ସେନାପତି ,ଆଲୋକ ନାୟକ, ଜଗନ୍ନାଥ ନାୟକ, ଅଭୟ ରାଉଳ, ରଜନୀକାନ୍ତ ବେହେରା, ଜିତୁ ଜେନା, ବିଶ୍ୱଜିତ୍ ମୁଦୁଲି, ପ୍ରମୋଦ ଚନ୍ଦ, କୁଳମଣି ଚନ୍ଦ, ମନିଷା ମୁଦୁଲି, ମାନସ ଚନ୍ଦ, ତପନ ବେହେରା,ପ୍ରଶାନ୍ତ ବେହେରା, ନୀଳମଣି ସେଠୀ, ପଦ୍ମନାଭ ସେଠୀ, ଚିନ୍ମୟୀ ସେଠୀ, ପ୍ରତିଭା ସେଠୀ, ଆରତୀ ସେଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story