ଆଗକୁ ହାତରେ ଉଠିବନି ରାଜଧାନୀ ଅଳିଆ, ମୁତୟନ ହେଲା ‘ଜଟାୟୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ହାତରେ ଉଠାଇବାକୁ ପଡ଼ିବନି ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟରେ ପଡ଼ିଥିବା ଅଳିଆ। କାରଣ ଆଳିଆ ଉଠାଇବା କାମରେ ମୁତୟନ ହୋଇଛି ‘ଜଟାୟୁ’। ପବନ କରି ସବୁ ଅଳିଆ ଉଠାଇ ନେଉଛି ଏହି ‘ଜଟାୟୁ’। ରାଜଧାନୀର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଏଭଳି ଉଦ୍ୟମ ଆରମ୍ଭ କରିଛି। ଆଜି ଠାରୁ ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଭୁବନେଶ୍ୱର ରାସ୍ତାଘାଟର ସଫେଇ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି […]

jatayou

jatayou

Niranjan Mishra
  • Published: Monday, 05 December 2022
  • Updated: 05 December 2022, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଆଉ ହାତରେ ଉଠାଇବାକୁ ପଡ଼ିବନି ରାଜଧାନୀ ଭୁବନେଶ୍ୱର ରାସ୍ତାଘାଟରେ ପଡ଼ିଥିବା ଅଳିଆ। କାରଣ ଆଳିଆ ଉଠାଇବା କାମରେ ମୁତୟନ ହୋଇଛି ‘ଜଟାୟୁ’। ପବନ କରି ସବୁ ଅଳିଆ ଉଠାଇ ନେଉଛି ଏହି ‘ଜଟାୟୁ’। ରାଜଧାନୀର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ ଏଭଳି ଉଦ୍ୟମ ଆରମ୍ଭ କରିଛି। ଆଜି ଠାରୁ ଅତ୍ୟାଧୁନିକ ମେସିନ୍ ‘ଜଟାୟୁ’ ଜରିଆରେ ଭୁବନେଶ୍ୱର ରାସ୍ତାଘାଟର ସଫେଇ ଆରମ୍ଭ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ୍ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ପ୍ରକାରର ଆବର୍ଜନା ଉଠାଇବା ପାଇଁ ଏହି ମେସିନ୍ କ୍ଷମତା ରଖିଛି। ସ୍ମାର୍ଟ ଜନପଥରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହାକୁ ଉଦ୍‌ଘାଟନ କରିବା ପରେ ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଛି।

ଏହି ମେସିନର ୧.୫ ଟନ୍ ଅଳିଆ ଉଠାଇବା କ୍ଷମତା ରହିଛି। ୯ ଇଞ୍ଚ ମୋଟେଇ ବିଶିଷ୍ଟ ସମସ୍ତ ପ୍ରକାର କଠିନ ବର୍ଜ୍ୟବସ୍ତୁକୁ ଏହି ଅତ୍ୟାଧୁନିକ ମେସିନ୍ ଉଠାଇ ନେଇପାରୁଛି। ମେସିନ୍‌ରେ ଲାଗିଥିବା ଭାକ୍ୟୁମ୍ ଅଳିଆକୁ ପାଇପ୍‌ ଜରିଆରେ ଶୋଷି ନେଇ ଡଷ୍ଟବିନ୍‌ ଡ୍ରମ୍‌ରେ ଗଦା କରି ଦେଉଛି। ଯାହାକୁ ପରେ ଅଳିଆ ବୁହା ଗାଡ଼ି ଯୋଗେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଇ ଦିଆଯାଇଥାଏ।

ଏହି ବ୍ୟବସ୍ଥା ପାଇଁ ବିଏମ୍‌ସି ଟଙ୍କାଟିଏ ଖର୍ଚ୍ଚ କରିନାହିଁ । ଜାଗୃତି ଓ ପ୍ରତ୍ୟୁଷ ଏହି ଦୁଇଟି ସଂସ୍ଥା ମେସିନ୍‌ କିଣିଥିବା ବେଳେ ଏହା ସଫଳ ହେଲେ ଆଗକୁ ପ୍ରତ୍ୟେକ ଏଜେନ୍‌ସି ମେସିନ୍‌ କିଣି ପ୍ରତ୍ୟେକ ୱାର୍ଡରେ ଗୋଟିଏ ଗୋଟିଏ ଲଗାଇବା ପାଇଁ କୁହାଯାଇଥିବା ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story