ଅଧ କେଜି ପ୍ଲାଷ୍ଟିକ୍‌ ଦେଲେ ମିଳିବ ଗୋଟିଏ ‘ଆହାର’ ମିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧକେଜିଏ ପ୍ଲାଷ୍ଟିକ୍‌ ଦେଲେ ମିଳିବ ଗୋଟିଏ ଆହାର ମିଲ୍‌। ଭୁବନେଶ୍ୱରରେ ଯେ କୌଣସି ଆହାର କେନ୍ଦ୍ରରେ ଏହି ମିଲ ମିଳିବ। ଏପରି ବ୍ୟବସ୍ଥା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) କରିଛି। ରାଜ୍ୟ ସରକାର ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ବ୍ୟାନ୍‌ କରିଛନ୍ତି। ସେଥିପାଇଁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନତା କରାଯାଉଛି। ଏହା ସତ୍ତ୍ୱେ କେତେକ ଦୋକାନୀମାନେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ଯାହା ପରିବେଶ ପାଇଁ କ୍ଷତିକାରକ। ଏହାକୁ ରୋକିବା ପାଇଁ ବିଏମ୍‌ସି ଏକ […]

plastic

plastic

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 09:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧକେଜିଏ ପ୍ଲାଷ୍ଟିକ୍‌ ଦେଲେ ମିଳିବ ଗୋଟିଏ ଆହାର ମିଲ୍‌। ଭୁବନେଶ୍ୱରରେ ଯେ କୌଣସି ଆହାର କେନ୍ଦ୍ରରେ ଏହି ମିଲ ମିଳିବ। ଏପରି ବ୍ୟବସ୍ଥା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ (ବିଏମ୍‌ସି) କରିଛି।

ରାଜ୍ୟ ସରକାର ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକକୁ ବ୍ୟାନ୍‌ କରିଛନ୍ତି। ସେଥିପାଇଁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନତା କରାଯାଉଛି। ଏହା ସତ୍ତ୍ୱେ କେତେକ ଦୋକାନୀମାନେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି। ଯାହା ପରିବେଶ ପାଇଁ କ୍ଷତିକାରକ। ଏହାକୁ ରୋକିବା ପାଇଁ ବିଏମ୍‌ସି ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ସହରବାସୀଙ୍କୁ ଆକୃଷ୍ଟ କରିବା ପାଇଁ ଅଧ କେଜିଏ ପ୍ଲାଷ୍ଟିକ ଦେଲେ ଗୋଟିଏ ଆହାର ମିଲ୍‌ ମିଳିବ। ବିଏମ୍‌ସି ଅଧୀନ ଥିବା ସମସ୍ତ ୧୧ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ଆସନ୍ତା ୧୬ ତାରିଖରେ ବିଧିବଦ୍ଧ ଭାବେ ଏହି ବ୍ୟବସ୍ଥାକୁ ଶୁଭାରମ୍ଭ କରିବେ ବିଏମ୍‌ସି କର୍ତ୍ତୃପକ୍ଷ। UNDP ଓ ଟଚ ଷ୍ଟୋନ୍‌ ଫାଉଣ୍ଡେସନ ମିଳିତ ଅନୁକୁଲ୍ୟରେ BMCର ଯୋଜନା କାର୍ଯ୍ୟକାରୀ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story