ମଝି ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସମୁଦ୍ର ଭିତରେ ଡ଼ଙ୍ଗା ଓଲଟି ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଡ଼ମପେଟାରେ। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ପୋଡ଼ମପେଟା ଗାଁର ସି ଏଚ ଦାନେୟା । ସୂଚନା ମୁତାବକ, ଗତକାଲି ରାତିରେ ପୋଡ଼ମପେଟା ଗାଁର ପାଞ୍ଚ ଜଣ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ସମୁଦ୍ରଠାରୁ ନଅ  କି.ମି. ଯିବା ପରେ ହଠାତ ବର୍ଷା ପବନ ମାଡ଼ି ଆସିଥିଲା। ଫଳରେ ଭାରସାମ୍ୟ ହରାଇ […]

hhhuuu

hhhuuu

Tapaswini Nayak
  • Published: Saturday, 25 April 2020
  • Updated: 25 April 2020, 01:30 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସମୁଦ୍ର ଭିତରେ ଡ଼ଙ୍ଗା ଓଲଟି ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଡ଼ମପେଟାରେ। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ପୋଡ଼ମପେଟା ଗାଁର ସି ଏଚ ଦାନେୟା ।

ସୂଚନା ମୁତାବକ, ଗତକାଲି ରାତିରେ ପୋଡ଼ମପେଟା ଗାଁର ପାଞ୍ଚ ଜଣ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ସମୁଦ୍ରଠାରୁ ନଅ  କି.ମି. ଯିବା ପରେ ହଠାତ ବର୍ଷା ପବନ ମାଡ଼ି ଆସିଥିଲା। ଫଳରେ ଭାରସାମ୍ୟ ହରାଇ ସମୂଦ୍ର ମଝିରେ ଡଙ୍ଗାଟି ଓଲଟି ପଡ଼ିଥିଲା।

ଚାରିଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳରେ ପହଁଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନିଖୋଜ ଥିବା ଜଣାଯାଇଛି। ଏଥିସହ  ଡ଼ଙ୍ଗା ଏବଂ ଜାଲର ମଧ୍ୟ କୌଣସି ପତ୍ତା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story