ବୌଦ୍ଧ : ବେହେରା ପଡା ଗାଁ ନିକଟରୁ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳଥାନା ମାର୍ଡୋଲ- ମାଟିକୁପା ରାସ୍ତାର ବେହେରା ପଡା ଗାଁ ନିକଟରୁ  ପୋଲିସ ୪୦ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ  କରିଛି। ଗିରଫ ଦୁଇ ଜଣ ହେଲେ ବରପଦର ଗାଁର ଲାଲାରତ୍ନାକର  ପ୍ରଧାନ ଓ ବେହେରା ପଡା ଗାଁର ପରାଶର କର୍ମୀ । ବୌଦ୍ଧ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ୨ ବସ୍ତା ଗଞ୍ଜେଇ ଜବତ କରିଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି। ଜବତ ହୋଇଥିବା ଗଞ୍ଜେଇ […]

police

police

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 04:15 AM IST

Sports

Latest News

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳଥାନା ମାର୍ଡୋଲ- ମାଟିକୁପା ରାସ୍ତାର ବେହେରା ପଡା ଗାଁ ନିକଟରୁ  ପୋଲିସ ୪୦ କେଜି ଗଞ୍ଜେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ  କରିଛି। ଗିରଫ ଦୁଇ ଜଣ ହେଲେ ବରପଦର ଗାଁର ଲାଲାରତ୍ନାକର  ପ୍ରଧାନ ଓ ବେହେରା ପଡା ଗାଁର ପରାଶର କର୍ମୀ । ବୌଦ୍ଧ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ୨ ବସ୍ତା ଗଞ୍ଜେଇ ଜବତ କରିଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି। ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story