ବଲାଙ୍ଗିର: ଖପ୍ରାଖୋଲ ତେଲନପାଲ୍ଲୀ ଗ୍ରାମରେ ମାଓ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗିର ଜିଲା ଖପ୍ରାଖୋଲ ତେଲନପାଲ୍ଲୀ ଗ୍ରାମରେ ଶୁକ୍ରବାର ରାତିରେ ମାଓବାଦୀ ଆକ୍ରମଣ ହୋଇଛି । ମାଓବାଦୀମାନେ ଏକ ମଦ ଭାଟିରେ ନିଆଁ ଲଗାଇ ଦେବା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏହି ଆକ୍ରମଣରେ ୨୦ରୁ ଅଧିକ ମାଓବାଦୀ ସାମିଲ ହୋଇଥିବା ସୂଚନା ମିଳିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।