ବଲାଙ୍ଗୀର: କୋଶଳ ରାଜ୍ୟ ଦାବିରେ ଅଗଷ୍ଟ୨୬ରେ ପଶ୍ଚିମ ଓଡିଶା ବନ୍ଦ ଡାକରା

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛି କୋଶଳ କ୍ରାନ୍ତୀ ଦଳ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆସନ୍ତା ଅଗଷ୍ଟ ୨୬ ତାରିଖରେ କୋଶଳ ରାଜ୍ୟ ବା ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଆନ୍ଦୋଳନର ରୂପ ରେଖ ନେଇ ଆଜି ସ୍ଥାନୀୟ ଭଗବତୀ ହୋଟେଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଗାଡି ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ […]

bolangiri

Rakesh Mallick
  • Published: Sunday, 09 August 2015
  • , Updated: 09 August 2015, 12:17 PM IST

ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛି କୋଶଳ କ୍ରାନ୍ତୀ ଦଳ। ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଆସନ୍ତା ଅଗଷ୍ଟ ୨୬ ତାରିଖରେ କୋଶଳ ରାଜ୍ୟ ବା ପଶ୍ଚିମ ଓଡିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଆନ୍ଦୋଳନର ରୂପ ରେଖ ନେଇ ଆଜି ସ୍ଥାନୀୟ ଭଗବତୀ ହୋଟେଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଗାଡି ଚଳାଚଳ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ କରିବାକୁ ଡାକରା ଦେଇଛି ସମିତି।  ବୈଠକରେ ବହୁ ସଂଖ୍ୟାରେ ବୁଦ୍ଧିଜୀବି ତଥା ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଆନ୍ଦୋଳନକୁ ସମର୍ଥନ କରିଥିଲେ।

Related story