ଫିଲ୍ମ ଷ୍ଟାଇଲରେ ରାସ୍ତା ଉପରେ ପଡ଼ି ରହିଛି ବୋଲେରୋ

କରଞ୍ଜିଆ(ସତ୍ୟବ୍ରତ ଭୋଇ): ମୟୂରଭଞ୍ଜ ଜିଲ୍ଲା ଜଷିପୁର ଥାନା ଅନ୍ତର୍ଗତ ୪୯ ନମ୍ୱର ଜାତୀୟ ରାଜପଥର ଟଙ୍ଗାବିଲା ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।  ଏକ ବୋଲେରୋ ଭାରସାମ୍ୟ ହରାଇ  ରାସ୍ତାକୁ ଓଲଟି ପଡ଼ିଛି। ବୋଲେରୋଟି ଫିଲ୍ମ ଷ୍ଟାଇଲରେ ପଡ଼ିଥିବା ବେଳେ ଗାଡ଼ି ପାଖରେ ଡ୍ରାଇଭର ମଧ୍ୟ ନାହିଁ। କୁହାଯାଉଛି ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଛି। ସେହିପରି ବୋଲେରୋରେ କେହି ଲୋକ ଥିଲେ କି ନାହିଁ  ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ  ପହଞ୍ଚି  ତଦନ୍ତ […]

accident

accident

Jyoshna Pradhan
  • Published: Tuesday, 30 July 2019
  • Updated: 30 July 2019, 12:23 PM IST

Sports

Latest News

କରଞ୍ଜିଆ(ସତ୍ୟବ୍ରତ ଭୋଇ): ମୟୂରଭଞ୍ଜ ଜିଲ୍ଲା ଜଷିପୁର ଥାନା ଅନ୍ତର୍ଗତ ୪୯ ନମ୍ୱର ଜାତୀୟ ରାଜପଥର ଟଙ୍ଗାବିଲା ଛକ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।  ଏକ ବୋଲେରୋ ଭାରସାମ୍ୟ ହରାଇ  ରାସ୍ତାକୁ ଓଲଟି ପଡ଼ିଛି। ବୋଲେରୋଟି ଫିଲ୍ମ ଷ୍ଟାଇଲରେ ପଡ଼ିଥିବା ବେଳେ ଗାଡ଼ି ପାଖରେ ଡ୍ରାଇଭର ମଧ୍ୟ ନାହିଁ। କୁହାଯାଉଛି ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଛି। ସେହିପରି ବୋଲେରୋରେ କେହି ଲୋକ ଥିଲେ କି ନାହିଁ  ତାହା ଜଣାପଡ଼ି ନାହିଁ।

ପୁଲିସ୍ ଘଟଣାସ୍ଥଳରେ  ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ସେହିପରି ଗାଡ଼ିର ମାଲିକ ମଧ୍ୟ ସେଠାରେ ପହଞ୍ଚି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story