ଫାଣ୍ଡି ଉପରକୁ ବୋମା ମାଡ଼

ନିଆଳି(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଅଞ୍ଚଲରେ ଦୋପଟି ମେଲଣ ଚାଲିଥିବା ବେଳେ କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ ରହିଥିଲା। କିଏ ଓ କାହିଁକି ଫାଣ୍ଡି ଉପରକୁ ବୋମାମାଡ଼ କରିଛି ସେନେଇ କିଛି ଜଣାପଡ଼ିନି। ତେବେ ଘଟଣାରେ କିଛି ଯୁବକଙ୍କୁ ପୁଲିସ୍‌ ପଚରାଉଚରା କରୁଛି।

8765

Niharika Rout
  • Published: Friday, 13 March 2020
  • , Updated: 13 March 2020, 09:41 AM IST

ନିଆଳି(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଅଞ୍ଚଲରେ ଦୋପଟି ମେଲଣ ଚାଲିଥିବା ବେଳେ କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ ରହିଥିଲା।

କିଏ ଓ କାହିଁକି ଫାଣ୍ଡି ଉପରକୁ ବୋମାମାଡ଼ କରିଛି ସେନେଇ କିଛି ଜଣାପଡ଼ିନି। ତେବେ ଘଟଣାରେ କିଛି ଯୁବକଙ୍କୁ ପୁଲିସ୍‌ ପଚରାଉଚରା କରୁଛି।

Related story