କ୍ୱାରେଣ୍ଟାଇନରେ ରହିଲେ କେରଳରୁ ଫେରିଥିବା ୯ ଦାଦନ ଶ୍ରମିକ

ରାୟଗଡ଼ା(ମନୋଜ ପାତ୍ର): କେରଳରୁ ଫେରିଥିବା ୯ ଦାଦନ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ରାୟଗଡାର ଏକ ଲଜ୍‌ରେ କେରଳରୁ ଫେରିଥିବା କିଛି ଦାଦନ ଶ୍ରମିକ ରହୁଥିବା ଖବର ପାଇ ଗତକାଲି ରାତିରେ ସ୍ୱତନ୍ତ୍ର କରୋନା ସ୍କାର୍ଡ ପକ୍ଷରୁ ଚଢଉ କରାଯାଇଥିଲା। ଦାଦନ ଶ୍ରମିକମାନେ କେରଳର କେଉଁ ଅଞ୍ଚଳକୁ ଯାଇଥିଲେ କାହା ସହ ମିଶିଥିଲେ ସେ ନେଇ ପଚରାଉଚରା କରାଯାଇଥିଲା । ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେହି ଲଜ୍‌ରେ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି […]

raygada-1-1

raygada-1-1

Niharika Rout
  • Published: Thursday, 19 March 2020
  • Updated: 19 March 2020, 09:22 AM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): କେରଳରୁ ଫେରିଥିବା ୯ ଦାଦନ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ରାୟଗଡାର ଏକ ଲଜ୍‌ରେ କେରଳରୁ ଫେରିଥିବା କିଛି ଦାଦନ ଶ୍ରମିକ ରହୁଥିବା ଖବର ପାଇ ଗତକାଲି ରାତିରେ ସ୍ୱତନ୍ତ୍ର କରୋନା ସ୍କାର୍ଡ ପକ୍ଷରୁ ଚଢଉ କରାଯାଇଥିଲା। ଦାଦନ ଶ୍ରମିକମାନେ କେରଳର କେଉଁ ଅଞ୍ଚଳକୁ ଯାଇଥିଲେ କାହା ସହ ମିଶିଥିଲେ ସେ ନେଇ ପଚରାଉଚରା କରାଯାଇଥିଲା ।

ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେହି ଲଜ୍‌ରେ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ରାୟଗଡା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story