କାଠଯୋଡ଼ି ବ୍ରିଜ୍‌ରୁ ଡେଇଁ ପଡ଼ିଲେ ଯୁବକ

କଟକ(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡିଲେ ଯୁବକ! ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ନଦୀରେ। ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ଅଭିଯୋଗରୁ ପ୍ରକାଶ, ନିଆଳି ଥାନା କରଞ୍ଜ ଗାଁର ପ୍ରଧାନ ଦେବବ୍ରତ ମହାପାତ୍ର, ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଧରି ଏକ ବାଇକରେ ଯାଜପୁରରୁ ଘରକୁ ଫେରୁଥିଲେ। ତେବେ କାଠଯୋଡ଼ି ବ୍ରିଜ୍ ଉପରେ […]

kathajodi

kathajodi

Niharika Rout
  • Published: Wednesday, 09 October 2019
  • Updated: 09 October 2019, 04:54 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡିଲେ ଯୁବକ! ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ନଦୀରେ। ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି।

ଅଭିଯୋଗରୁ ପ୍ରକାଶ, ନିଆଳି ଥାନା କରଞ୍ଜ ଗାଁର ପ୍ରଧାନ ଦେବବ୍ରତ ମହାପାତ୍ର, ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଧରି ଏକ ବାଇକରେ ଯାଜପୁରରୁ ଘରକୁ ଫେରୁଥିଲେ। ତେବେ କାଠଯୋଡ଼ି ବ୍ରିଜ୍ ଉପରେ ଦେବବ୍ରତ ବାଇକ ରଖିଥିଲେ। ପରେ ନଦୀକୁ ଡେଇଁ ପଡ଼ିଥିଲେ। ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ।

ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାଠଯୋଡ଼ିରେ ଦେବବ୍ରତଙ୍କୁ ଖୋଜାଖୋଜି କରୁଛନ୍ତି। ଏପରିକି ଖୋଜାଖୋଜି ଲାଗି ସ୍କୁବା ଡାଇଭରଙ୍କ ସହାୟତା ମଧ୍ୟ ଲୋଡାଯାଇଛି।

ଅନ୍ୟପକ୍ଷରେ ଉଦ୍ଧାର କରିବାକୁ ଆସିଥିବା ଓଡ୍ରାଫ୍‌ ଟିମ୍‌ର ବୋଟ୍ ଅନେକ ସମୟ ଧରି ଷ୍ଟାର୍ଟ ନ ହେବାରୁ ସେଠାରେ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।

ଘଟଣାସ୍ଥଳରେ ମୃତକଙ୍କ ଶ୍ୱଶୁର ପହଞ୍ଚିଥିଲେ। ୫ ବର୍ଷ ତଳେ ତାଙ୍କ ଝିଅ ବାହା ହୋଇଥିବା ନେଇ ସେ କହିଥିଲେ। ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ସେ କହିଥିଲେ। ଝିଅ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଜ୍ୱାଇଁ ଟାଟା କମ୍ପାନୀରେ କାମ କରୁଥିଲେ ବୋଲି ସେ କହିଛନ୍ତି। ତେବେ ସେ କି କାମ କରୁଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story