ବ୍ରହ୍ମପୁର: ଚୋରି ମାମଲାରେ ଥାନାରେ ଅଟକ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ଏକ ଚୋରି ମାମଲାରେ ପଚରାଉଚରା କରିବା ପାଇଁ ବୈଦ୍ୟନାଥପୁର ଥାନାରେ ଅଟକ ଥିବା ପ୍ରଦୀପ ବାଡ଼ତ୍ୟା ନାମକ ଜଣେ ବ୍ୟକ୍ତି ଆଜି ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ୧୦ ଦିନ ହେଲାଣି ଅଟକ ରଖିଛି। ତେଣୁ ମାନସିକ ଚାପରେ ସେ ଫିନାଇଲ ପିଇ ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ୍ କହିଛି ଯେ ଗତକାଲି ରାତିରୁ ତାଙ୍କୁ ଅଟକ ରଖାଯାଇଥିଲା। ସୂଚନାଯୋଗ୍ୟ, ପ୍ରଦୀପର ଘର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ […]

centralunivercity

centralunivercity

Rakesh Mallick
  • Published: Friday, 07 August 2015
  • Updated: 07 August 2015, 12:50 PM IST

Sports

Latest News

ବ୍ରହ୍ମପୁର: ଏକ ଚୋରି ମାମଲାରେ ପଚରାଉଚରା କରିବା ପାଇଁ ବୈଦ୍ୟନାଥପୁର ଥାନାରେ ଅଟକ ଥିବା ପ୍ରଦୀପ ବାଡ଼ତ୍ୟା ନାମକ ଜଣେ ବ୍ୟକ୍ତି ଆଜି ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ୧୦ ଦିନ ହେଲାଣି ଅଟକ ରଖିଛି। ତେଣୁ ମାନସିକ ଚାପରେ ସେ ଫିନାଇଲ ପିଇ ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ୍ କହିଛି ଯେ ଗତକାଲି ରାତିରୁ ତାଙ୍କୁ ଅଟକ ରଖାଯାଇଥିଲା। ସୂଚନାଯୋଗ୍ୟ, ପ୍ରଦୀପର ଘର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପନା ଗାଁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story