ବ୍ରହ୍ମାଣ୍ଡକର୍ତ୍ତାଙ୍କ ବ୍ରହ୍ମ ପରିବର୍ତ୍ତନ:ନୂଆ ବିଗ୍ରହରେ ବ୍ରହ୍ମ ସଂସ୍ଥାପନରେ ବିଳମ୍ୱ

ପୁରୀ: ପୁରୁଣା ଦିଅଁଙ୍କ ଜାଗା ନେବେ ନୂଆ ଦିଅଁ । ଶ୍ରୀଜୀଉଙ୍କର ହେବ ବ୍ରହ୍ମ ପରିବର୍ତ୍ତନ। ରୀତିନୀତିରେ ବିଳମ୍ୱ ହେବାରୁ ବର୍ତ୍ତମାନ ସୁଦ୍ଧା କୋଇଲି ବୈକୁଣ୍ଠରେ ଗୁପ୍ତନୀତି ଚାଲିଛି । ଗତକାଲି ରାତି ପ୍ରାୟ ୨ଟା ୪୦ ମିନିଟ ବେଳକୁ ଗଜପତି ମହାରାଜା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ୩ଟା ୨୫ ମିନିଟ ବେଳକୁ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ କାଟ୍ ହୋଇଥିଲା। ୪ଟା୧୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଶୋଧ ନୀତି ହୋଇଥିଲା। ତେବେ ନୀତି ବିଳମ୍ୱ ଯୋଗୁଁ ନୂଆ […]

Sri-Puri

Sri-Puri

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 03:04 AM IST

Sports

Latest News

ପୁରୀ: ପୁରୁଣା ଦିଅଁଙ୍କ ଜାଗା ନେବେ ନୂଆ ଦିଅଁ । ଶ୍ରୀଜୀଉଙ୍କର ହେବ ବ୍ରହ୍ମ ପରିବର୍ତ୍ତନ। ରୀତିନୀତିରେ ବିଳମ୍ୱ ହେବାରୁ ବର୍ତ୍ତମାନ ସୁଦ୍ଧା କୋଇଲି ବୈକୁଣ୍ଠରେ ଗୁପ୍ତନୀତି ଚାଲିଛି । ଗତକାଲି ରାତି ପ୍ରାୟ ୨ଟା ୪୦ ମିନିଟ ବେଳକୁ ଗଜପତି ମହାରାଜା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ୩ଟା ୨୫ ମିନିଟ ବେଳକୁ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ କାଟ୍ ହୋଇଥିଲା। ୪ଟା୧୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଶୋଧ ନୀତି ହୋଇଥିଲା। ତେବେ ନୀତି ବିଳମ୍ୱ ଯୋଗୁଁ ନୂଆ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ ହେବାରେ ବିଳମ୍ୱ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story