ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା: ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନ ହାଇକୋର୍ଟରେ ଖାରଜ

ବ୍ରହ୍ମଗିରି: ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା ଗ୍ରହଣ ନ କରିବାକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ  ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ ।  ତାଙ୍କର ଏହି ଆବେଦନକୁ ଗ୍ରହଣ ନ କରିବା ଲାଗି ଦାସବର୍ମା ଆବେଦନ କରିଥିଲେ। ଏହାକୁ କୋର୍ଟ ଖାରଜ କରି ଦେବାସହ ଲୁଲୁଙ୍କ ଆବେଦନ ଉପରେ ଶୁଣାଣି କରିବେ […]

sanjaya dasbrama

sanjaya dasbrama

Rakesh Mallick
  • Published: Friday, 24 July 2015
  • Updated: 24 July 2015, 06:50 AM IST

Sports

Latest News

ବ୍ରହ୍ମଗିରି: ବ୍ରହ୍ମଗିରି ବିଧାନସଭା ନିର୍ବାଚନୀ ମାମଲା ଗ୍ରହଣ ନ କରିବାକୁ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ପରାଜିତ ବିଧାୟକ ପ୍ରାର୍ଥୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ) ବ୍ରହ୍ମଗିରି ଆସନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ  ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ ।  ତାଙ୍କର ଏହି ଆବେଦନକୁ ଗ୍ରହଣ ନ କରିବା ଲାଗି ଦାସବର୍ମା ଆବେଦନ କରିଥିଲେ। ଏହାକୁ କୋର୍ଟ ଖାରଜ କରି ଦେବାସହ ଲୁଲୁଙ୍କ ଆବେଦନ ଉପରେ ଶୁଣାଣି କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story