ବ୍ରହ୍ମ ବିଭ୍ରାଟ: ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆଜି ବାଲେଶ୍ୱର ପରିକ୍ରମା କରିବ

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀରୁ ବାହାରିଥିବା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଗୁରୁବାର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବା ପରେ ବାଲେଶ୍ୱର ଫେରି ଆସିଛି । ଆଜି ଏହା ଜିଲ୍ଲାର ରୁପ୍ସା, ବସ୍ତା, ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ଅଞ୍ଚଳ ଗସ୍ତ କରିବ । ଗୁରୁବାର ଦଳୀୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗ। ଓ ବେତନଟୀଠାରେ ପଥପ୍ରାନ୍ତ ସଭା କରିଥିଲେ । ସେହିପରି ସନ୍ଧ୍ୟାରେ ବାଲେଶ୍ୱରରେ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଦଳୀୟ ନେତାମାନେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

ଆହୁରି ପଢ଼ନ୍ତୁ

ଅନୁଗୋଳରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ନବ ଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ିଲେ ଶ୍ରୀଜିଉ

ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍

ନିର୍ଦ୍ଦେଶକୁ ୫ବର୍ଷ ବିତିଲା, ୭୭ % ସ୍କୁଲରେ ନାହିଁ ଖେଳପଡ଼ିଆ

ବନ୍ଧା ହେଲେ ୨, ବିବାହ ଆଇନ୍ ଉଲ୍ଲଂଘନ କଲେ ଫସିବେ ପୁରୋହିତ

ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ମୋ ଧନକୁ ଡାକ୍ତର ଟ୍ରିଟ୍‌ମେଣ୍ଟ କଲେନି: ବାପା, ଭାଇ ତମେ ବି ଆସିଲନି…

ରାଜ୍ୟରେ ଅଣାୟତ୍ତ ‘କରୋନା’ ମହାମାରୀ: ନେଲାଣି ଆଉ ୫ ମୁଣ୍ଡ

ଘରକୁ ଫେରୁନାହାନ୍ତି, କେଉଁଠି ଅଛନ୍ତି ଆରତି?

‘ମୁଁ ସୁସ୍ଥ, ମୋତେ ନିଆଁ ପାଣି ବାସନ୍ଦ’

ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

ସୁସ୍ଥ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ