ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗ: ନିଲମ୍ବିତ ଦୁଇ ଦଇତାପତିଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୁଇ ଦଇତାପତି କାଶୀନାଥ ମହାପାତ୍ର ଏବଂ ତାଙ୍କ ପୁଅ ଜୟକୃଷ୍ଣଙ୍କୁ ନିଲମ୍ବନ କରିଥିଲେ । ଉଭୟ ଦଇତାପତି ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟଙ୍କ ଏହି ରାୟ ଆସିବା ପରେ ନିଲମ୍ବିତ ଦଇତାପତି ସେବାୟତ ଜୟକୃଷ୍ଣ ଦାସ ମହାପାତ୍ର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । […]

High-Court

High-Court

Rakesh Mallick
  • Published: Friday, 24 July 2015
  • Updated: 24 July 2015, 08:19 AM IST

Sports

Latest News

BAPA PUAକଟକ: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୁଇ ଦଇତାପତି କାଶୀନାଥ ମହାପାତ୍ର ଏବଂ ତାଙ୍କ ପୁଅ ଜୟକୃଷ୍ଣଙ୍କୁ ନିଲମ୍ବନ କରିଥିଲେ । ଉଭୟ ଦଇତାପତି ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟଙ୍କ ଏହି ରାୟ ଆସିବା ପରେ ନିଲମ୍ବିତ ଦଇତାପତି ସେବାୟତ ଜୟକୃଷ୍ଣ ଦାସ ମହାପାତ୍ର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ତିନିଠାକୁରଙ୍କ ବ୍ରହ୍ମ ପରିବର୍ତ୍ତନ ବେଳେ ଅହେତୁକ ବିଳମ୍ବ ଘଟିଥିଲା । ଶ୍ରୀମନ୍ଦିର ମଧ୍ୟରେ ବ୍ରହ୍ମ ପରିବର୍ତ୍ତନ ବେଳେ କିଛି ଦଇତାପତି ଉପସ୍ଥିତ ରହିବାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ ରାତିରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ତା’ ପରଦିନ ଅପରାହ୍ନରେ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ବାତାବରଣ ଖେଳିଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ବ୍ରହ୍ମ ପରିବର୍ତ୍ତନ ସମୟରେ ଉପସ୍ଥିତ ଦଇତାପତି ଓ ଅନ୍ୟମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ବୟାନ ରେକର୍ଡ କରାଯାଇଥିଲା । ଯାଞ୍ଚକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ଉଭୟ ବାପ, ପୁଅ ଦଇତାପତିଙ୍କୁ ନିଲମ୍ବିତ କରିଥିଲେ ।

ସେପଟେ ବ୍ରହ୍ମ ପରିବର୍ତ୍ତନ ବିବାଦକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଜୋର ଧରିଥିଲା । ଉଭୟ କଂଗ୍ରେସ ଓ ବିଜେପି ଏହି ବିଭ୍ରାଟ ଶ୍ରୀମନ୍ଦିର ପ୍ରଶାସନ ଅବହେଳା, ଦଇତାପତିଙ୍କ ମନମାନି ଓ ସରକାରଙ୍କ ଅପାରଗତା ଯୋଗୁ ଘଟିଗଲା ବୋଲି ଅଭିଯୋଗ ଆଣିଥିଲେ । ବ୍ରହ୍ମ ବିଭ୍ରାଟକୁ ନେଇ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ବିଜେପି ମଧ୍ୟ ସପ୍ତାହ ବ୍ୟାପି ଶ୍ରୀଜଗନ୍ନାଥ ସଂସ୍କୃତି ରଥ ବାହାର କରି ଲୋକଙ୍କୁ ସଚେତନ କରାଇବା ସହ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story