ବ୍ରହ୍ମ ପରିବର୍ତ୍ତନର ଗୁପ୍ତ ନୀତି ଚାଲିଛି: ମନ୍ଦିର ପ୍ରଶାସନ

ପୁରୀ: ପୁରୀ ଶ୍ରୀମନ୍ଦିରେ ତିନି ଠାକୁରଙ୍କ ଗୁପ୍ତ ନୀତି ଚାଲିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏକ ପ୍ରସମିଟରେ ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି ଯେ, ବ୍ରହ୍ମ ପରିବର୍ତ୍ତନର ଗୁପ୍ତ ନୀତି ଚାଲିଛି । ଗୁପ୍ତ ନୀତି ସମ୍ପର୍କୀତ ସ୍ପଷ୍ଟ ସୂଚନା ମିଳିନାହିଁ । ଏଥିପାଇଁ ୪ ଦ୍ୱାର ବନ୍ଦ କରିଛି । ଗୁପ୍ତ ନୀତି ସମ୍ପନ୍ନ ଲାଗି ଅଧିକ ସମୟ ଲାଗିଥାଏ । ଗତଥର ଗୁପ୍ତ ନୀତି ସମ୍ପନ୍ନ ହେବାକୁ ୧୨ […]

mahapatra

mahapatra

Rakesh Mallick
  • Published: Tuesday, 16 June 2015
  • Updated: 16 June 2015, 03:45 PM IST

Sports

Latest News

ପୁରୀ: ପୁରୀ ଶ୍ରୀମନ୍ଦିରେ ତିନି ଠାକୁରଙ୍କ ଗୁପ୍ତ ନୀତି ଚାଲିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏକ ପ୍ରସମିଟରେ ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି ଯେ, ବ୍ରହ୍ମ ପରିବର୍ତ୍ତନର ଗୁପ୍ତ ନୀତି ଚାଲିଛି । ଗୁପ୍ତ ନୀତି ସମ୍ପର୍କୀତ ସ୍ପଷ୍ଟ ସୂଚନା ମିଳିନାହିଁ । ଏଥିପାଇଁ ୪ ଦ୍ୱାର ବନ୍ଦ କରିଛି । ଗୁପ୍ତ ନୀତି ସମ୍ପନ୍ନ ଲାଗି ଅଧିକ ସମୟ ଲାଗିଥାଏ । ଗତଥର ଗୁପ୍ତ ନୀତି ସମ୍ପନ୍ନ ହେବାକୁ ୧୨ ଘଣ୍ଟା ଲାଗିଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସକ ମହାପାତ୍ର କହିଛନ୍ତି ।

ତେବେ ରୀତିନୀତିରେ ବିଳମ୍ୱ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୋଇଲି ବୈକୁଣ୍ଠରେ ଗୁପ୍ତନୀତି ଚାଲିଥିବା ଅଭିଯୋଗ ହେଉଛି । ସୋମବାର ରାତି ପ୍ରାୟ ୨ଟା ୪୦ ମିନିଟ ବେଳକୁ ଗଜପତି ମହାରାଜା ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଥିଲେ। ୩ଟା ୨୫ ମିନିଟ ବେଳକୁ ଶ୍ରୀମନ୍ଦିର ଅଞ୍ଚଳରେ ବିଦ୍ୟୁତ କାଟ୍ ହୋଇଥିଲା । ୪ଟା୧୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଶୋଧ ନୀତି ହୋଇଥିଲା। ନୀତି ବିଳମ୍ୱ ଯୋଗୁଁ ନୂଆ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ ହେବାରେ ବିଳମ୍ୱ ଘଟିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story