ବସ୍‌ରେ ଭାଇ-ଭଉଣୀଙ୍କୁ ମିଳିଲାନି ସିଟ୍‌ , ଅଧାବାଟରେ ଓହ୍ଲାଇ ଧାରଣାରେ ବସିଲେ

ଭଦ୍ରକ(ଓଡ଼ିଶା ରିପୋର୍ଟର): ବସ୍‌ରେ ମିଳିଲାନି ସିଟ୍। ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ। ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍‌ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼ ଯୋଗୁଁ ସିଟ୍ ମିଳିନଥିଲା ଉଭୟଙ୍କୁ। ବସ୍ ଆସି ଯେତେବେଳେ ଇଚ୍ଛାପୁରରେ ପହଞ୍ଚିଲା ସେତେବେଳେ ଭାଇ, ଭଉଣୀ ବସ୍‌ରୁ ଓହ୍ଲାଇ ଆସି ଧାରଣାରେ ବସିଗଲେ। ପାଖାପାଖି ଘଣ୍ଟାଏରୁ ଅଧିକ […]

bus-1

bus-1

Tapas Behera
  • Published: Sunday, 03 November 2019
  • Updated: 03 November 2019, 04:59 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ବସ୍‌ରେ ମିଳିଲାନି ସିଟ୍। ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ।

ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍‌ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼ ଯୋଗୁଁ ସିଟ୍ ମିଳିନଥିଲା ଉଭୟଙ୍କୁ। ବସ୍ ଆସି ଯେତେବେଳେ ଇଚ୍ଛାପୁରରେ ପହଞ୍ଚିଲା ସେତେବେଳେ ଭାଇ, ଭଉଣୀ ବସ୍‌ରୁ ଓହ୍ଲାଇ ଆସି ଧାରଣାରେ ବସିଗଲେ। ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଧରି ବସ୍ ଅଟକି ରହିଥିଲା । ଫଳରେ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଭାଇ, ଭଉଣୀଙ୍କୁ ଆନ୍ଦୋଳନରୁ ହଟାଇବା ପରେ ସ୍ୱାଭାବିକ ହୋଇଛି ପରିସ୍ଥିତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story