ଭୁବନେଶ୍ୱରରେ ଧରାପଡ଼ିଗଲା ସୁନ୍ଦରୀଙ୍କ ସିକ୍ରେଟ ବେପାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ । ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ […]

n-9088

n-9088

Tapas Behera
  • Published: Saturday, 25 January 2020
  • Updated: 25 January 2020, 07:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଂଲା ବ୍ୟୁଟିର ଧଳା ଜହର କାରବାର। ଦେଖିବାକୁ ବ୍ୟୁଟି, ହେଲେ ବେପାର ବ୍ରାଉନସୁଗାର। ଭୁବନେଶ୍ୱର ଲକ୍ଷ୍ମୀସାଗର ହଳଦି ପଡ଼ିଆରେ ରହି ବ୍ରାଉନସୁଗାର କାରବାର ଚଳାଉଥିବା ପଶ୍ଚିମବଙ୍ଗର ବ୍ୟୁଟି ପୋଦାର ଓ ତାର ଦୁଇ ସହଯୋଗୀ ଧରାପଡିଛନ୍ତି । ଏବେ ତାର ଭାଇକୁ ଖୋଜୁଛି ପୁଲିସ ।

ବ୍ୟୁଟି ପୋଦାର ବାଲେଶ୍ୱରରୁ ବ୍ରାଉନସୁଗାର ସଂଗ୍ରହ କରିବା ପରେ ତା ର ଏଜେଣ୍ଟ ଜରିଆରେ ଚଳାଉଥିଲା ବେପାର। ହଳଦି ପଡ଼ିଆରେ ଅନେକ ଥର ଚଢ଼ଉ ହୋଇଥିଲେ ମଧ୍ୟ ବ୍ୟୁଟି ପୋଦାର ସବୁବେଳେ ଖସି ଯାଉଥିଲା। ଏବେ ଧରାପଡିବା ପରେ ତା ନିକଟରୁ ଅନ୍ୟ ଏଜେଣ୍ଟ ଏବଂ ନେଟଓ୍ୱର୍କର ତଥ୍ୟ ଯୋଗାଡ଼ କରିବା ପାଇଁ ତାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos