ବୁଢ଼ି ଠାକୁରାଣୀ ଯାତ୍ରାକୁ ଗ୍ରୀନ ସିଗନାଲ୍, କିନ୍ତୁ...

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରାକୁ ମିଳିଲା ଗ୍ରୀନ ସିଗ୍‌ନାଲ। କୋଭିଡ କଟକଣା ଭିତରେ ପାଳନ ହେବ ଯାତ୍ରା। ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମ୍‌ସି କଶିନରଙ୍କ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ୨୧ ଦିନ ବଦଳରେ ଠାକୁରାଣୀ ଯାତ୍ରା ଅବଧି ସଂକ୍ଷିପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚଳିତବର୍ଷ  କରୋନା ଯୋଗୁଁ ବାହାର ଜିଲ୍ଲା ଓ ରାଜ୍ୟରୁ ଅତିଥିଙ୍କୁ ନଡାକିବାକୁ କମିଶନରଙ୍କ ବ୍ରହ୍ମପୁରବାସୀଙ୍କୁ ଅପିଲ […]

Budhi-Thakurani-jatra

Budhi-Thakurani-jatra

Madhupriya Mistry
  • Published: Wednesday, 10 March 2021
  • Updated: 10 March 2021, 01:41 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନା ପରେ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରାକୁ ମିଳିଲା ଗ୍ରୀନ ସିଗ୍‌ନାଲ। କୋଭିଡ କଟକଣା ଭିତରେ ପାଳନ ହେବ ଯାତ୍ରା। ପରିଚାଳନା କମିଟି ସଦସ୍ୟଙ୍କ ସହ ବିଇଏମ୍‌ସି କଶିନରଙ୍କ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ତେବେ ୨୧ ଦିନ ବଦଳରେ ଠାକୁରାଣୀ ଯାତ୍ରା ଅବଧି ସଂକ୍ଷିପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଚଳିତବର୍ଷ  କରୋନା ଯୋଗୁଁ ବାହାର ଜିଲ୍ଲା ଓ ରାଜ୍ୟରୁ ଅତିଥିଙ୍କୁ ନଡାକିବାକୁ କମିଶନରଙ୍କ ବ୍ରହ୍ମପୁରବାସୀଙ୍କୁ ଅପିଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରତି ୨ ବର୍ଷରେ ଥରେ ବୁଢ଼ୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos