ସାଧାରଣ ବଜେଟ୍‌କୁ ସ୍ୱାଗତ କରି ସୁଦର୍ଶନ ପଟ୍ଟନାୟକଙ୍କ କାଲୁକାକଳା

ପୁରୀ: ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ସାଧାରଣ ବଜେଟ୍‌ ଉପସ୍ଥାପନ ଅବ୍ୟବହିତ ପୂର୍ବରୁ ବଜେଟ୍‌କୁ ସ୍ୱାଗତ କରି ପୁରୀ ସମୁଦ୍ର ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକାକଳା ପ୍ରସ୍ତୁତ କରିଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ନିଜେ ଟ୍ୱିଟ୍‌ କରିଛନ୍ତି। ଏହା ଦର୍ଶକଙ୍କ ବହୁତ ପସନ୍ଦ ହୋଇଛି।

budget

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 02:54 AM IST

Related story