ବୁର୍ଲା ବଡ ଡାକ୍ତରଖାନାରେ ଭିଜିଲାନ୍ସ ଚଢ଼ାଉ: ଡ୍ୟୁଟିରେ ଅନୁପସ୍ଥିତ ୧୧ ଡାକ୍ତର ଧରାପଡ଼ିଲେ

ସମ୍ବଲପୁର: ବୁର୍ଲା ମେଡିକାଲରେ ୧୧ ଜଣ ଡାକ୍ତର ସେମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଜଣାପଡିଛି। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଏହି ଡାକ୍ତରମାନେ ଧରାପଡିଛନ୍ତି। ୨ ଜଣ ଡାକ୍ତର ଘରୋଇ କ୍ଲିନିକରେ କାମ କରୁଥିବା ବେଳେ ୯ ଜଣ ଡାକ୍ତର ବିନା ଦରଖାସ୍ତରେ ଛୁଟିରେ ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି। ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଡାକ୍ତରଖାନାରେ ଡ୍ୟୁଟି ଛାଡ଼ି ବିଭିନ୍ନ ଘରୋଇ ନର୍ସିଂହୋମରେ କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ […]

samblpur

samblpur

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 08:02 PM IST

ସମ୍ବଲପୁର: ବୁର୍ଲା ମେଡିକାଲରେ ୧୧ ଜଣ ଡାକ୍ତର ସେମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଜଣାପଡିଛି। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଏହି ଡାକ୍ତରମାନେ ଧରାପଡିଛନ୍ତି। ୨ ଜଣ ଡାକ୍ତର ଘରୋଇ କ୍ଲିନିକରେ କାମ କରୁଥିବା ବେଳେ ୯ ଜଣ ଡାକ୍ତର ବିନା ଦରଖାସ୍ତରେ ଛୁଟିରେ ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି।

ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ଡାକ୍ତରଖାନାରେ ଡ୍ୟୁଟି ଛାଡ଼ି ବିଭିନ୍ନ ଘରୋଇ ନର୍ସିଂହୋମରେ କାମ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନସ ଟିମ୍‌ ମେଡିକାଲର ବିଭିନ୍ନ ୱାର୍ଡରେ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ ଯାଞ୍ଚ କରିବା ବେଳେ ଏହା ଜଣାପଡିଥିଲା। ଭିଜିଲାନ୍ସର ୪ଟି ଟିମ୍  ଏହି ଚଢ଼ାଉ କରିଥିଲେ।

ଭୀମସାର ନିର୍ଦ୍ଦେଶକ ସୁନାମାଳି ବାଗ କହିଛନ୍ତି, “ଭିଜିଲାନ୍ସର ଏହି ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଯେଉଁ ଡାକ୍ତରମାନେ ବେଆଇନ କାମ କରୁଥିବେ ସେମାନଙ୍କ ଉପରେ ଚାପ ପଡ଼ିବ ଓ ତାଙ୍କ ମନରେ ଭୟ ସୃଷ୍ଟି ହେବ। ଏପରି ଚଢାଉ ପରେ ଆଗକୁ କୌଣସି ଡାକ୍ତର ତାଙ୍କ କାର୍ଯ୍ୟ ସମୟ ଭିତରେ ଘରୋଇ ନର୍ସିଂହୋମରେ କାମ କରିବା ପୂର୍ବରୁ ବହୁବାର ଚିନ୍ତା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story