ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍‌, ୨୦ ଆହତ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର ପରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପୂର୍ବାହ୍ନରେ ବାଘମାରି- ସିମୋର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଏକ ଘରୋଇ ବସ୍ ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା। ତେବେ ବାଘମାରି- ସିମୋର ରାସ୍ତାର ଏକ ସ୍ଥାନରେ ବସ୍‌ଟି ଭାରସାମ୍ୟ ହରାଇଥିଲା। ବସ୍‌ର ଡ୍ରାଇଭର ବସ୍‌କୁ ଠିକ୍ ଭାବେ ନିୟନ୍ତ୍ରଣ କରିପାରି ନ […]

BUS

BUS

Niranjan Mishra
  • Published: Sunday, 03 July 2022
  • Updated: 03 July 2022, 01:43 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର ପରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପୂର୍ବାହ୍ନରେ ବାଘମାରି- ସିମୋର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଏକ ଘରୋଇ ବସ୍ ବାଙ୍କୀରୁ ଭୁବନେଶ୍ୱର ଯାଉଥିଲା। ତେବେ ବାଘମାରି- ସିମୋର ରାସ୍ତାର ଏକ ସ୍ଥାନରେ ବସ୍‌ଟି ଭାରସାମ୍ୟ ହରାଇଥିଲା। ବସ୍‌ର ଡ୍ରାଇଭର ବସ୍‌କୁ ଠିକ୍ ଭାବେ ନିୟନ୍ତ୍ରଣ କରିପାରି ନ ଥିଲେ। ଫଳରେ ବସ୍ ରାସ୍ତା ତଳକୁ ଖସିଥିଲା। ବସ୍‌ରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ସେମାନଙ୍କୁ ବେଗୁନିଆ ଅଗ୍ନିଶମ ବାହିନୀ, ବାଘମାରୀ ପୁଲିସ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଘଟିବା ସମ୍ପର୍କରେ ପୁଲିସ ବସ୍‌ର କର୍ମଚାରୀ ଓ ଆହତଙ୍କ ମତାମତ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଖସିବା ପରେ ଏକ ପାଣିଖାଲରେ ପଶି ଯାଇଥିଲା। ଫଳରେ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ରକ୍ଷା ପାଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story