ଗାଈକୁ ବଞ୍ଚାଇ ବ୍ରେକ୍‌ ମାରିଲେ ଚାଳକ, ଓଲଟି ପଡ଼ିଲା ବସ୍‌

ଭଦ୍ରକ(ପାର୍ଥସାରଥୀ ନାୟକ): ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍‌ ବ୍ରେକ୍‌ ମାରିଲେ ବସ୍‌ ଚାଳକ। ତଥାପି ବସ୍‌ଟି ଗାଈକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଲା। ଫଳରେ ଗାଈର ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ଥିବା ୭ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ – ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ଘଟିଛି। ଆଜି ଓଁ ମାଆ ନାମକ ବସ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ […]

Bhadrak

Bhadrak

Manoranjan Sial
  • Published: Sunday, 10 April 2022
  • Updated: 10 April 2022, 03:28 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍‌ ବ୍ରେକ୍‌ ମାରିଲେ ବସ୍‌ ଚାଳକ। ତଥାପି ବସ୍‌ଟି ଗାଈକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଲା। ଫଳରେ ଗାଈର ମୃତ୍ୟୁ ଘଟିଥିବା ବେଳେ ବସ୍‌ରେ ଥିବା ୭ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ - ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ଘଟିଛି।

ଆଜି ଓଁ ମାଆ ନାମକ ବସ ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭଦ୍ରକ - ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ହଠାତ୍‌ ବସ୍‌ ସାମ୍ନାକୁ ଗୋଟିଏ ଗାଈ ଚାଲି ଆସିଥିଲା। ବସ୍‌ ଚାଳକ ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍‌ ବ୍ରେକ୍‌ ମାରିଥିଲେ। ତଥାପି ବସ୍‌ଟି ଗାଈକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ବସ୍‌ରେ ଥିବା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଭିତରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିବାରୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେପଟେ ଦୁର୍ଘଟଣାରେ ଶିକାର ହୋଇଥିବା ଗାଈର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story