ବସ୍‌ ଓଲଟି ୧୨ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ହଂସପାଳ ବାଇପାସ୍‌ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ୨୦ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ବସ୍‌ଟି ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ  ପିପିଲି ଅଭିମୁଖେ ଯାଉଥିଲା। ବସ୍‌ର ଚକ ଫାଟିଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାଟି  ଆଜି ପ୍ରାୟ ୯ଟା ୧୫ରୁ ୯ଟା ୩୦ ମଧ୍ୟରେ […]

bus-accident-in-bbsr

Manoranjan Sial
  • Published: Tuesday, 23 October 2018
  • , Updated: 23 October 2018, 03:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ହଂସପାଳ ବାଇପାସ୍‌ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବସ୍‌ରେ ୨୦ ଊର୍ଦ୍ଧ୍ୱ ଶ୍ରମିକ ଥିଲେ। ବସ୍‌ଟି ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ  ପିପିଲି ଅଭିମୁଖେ ଯାଉଥିଲା।

ବସ୍‌ର ଚକ ଫାଟିଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାଟି  ଆଜି ପ୍ରାୟ ୯ଟା ୧୫ରୁ ୯ଟା ୩୦ ମଧ୍ୟରେ ଘଟିଥିଲା।

Related story