‘ନୀଳମାଧବ’କୁ ପଛରୁ ପିଟିଲା ‘ସାଳନ୍ଦୀ’

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଶେରଗଡ଼ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌କୁ ଆଉ ଏକ ବସ୍ ପଛରୁ ଧକ୍କା ଦେବାରୁ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ‘ନୀଳମାଧବ’ ନାମକ ଏକ ଘରୋଇ ବସ୍ କୋଲକାତାରୁ ଭୁବନେଶ୍ୱର ଯାଉଥିବା ବେଳେ ‘ସାଳନ୍ଦୀ’ ନାମକ ଆଉ ଏକ ଘରୋଇ ବସ୍ ଏହାକୁ ପଛରୁ ଧକ୍କା ଦେଇଥିଲା। […]

accident

accident

Jitendra Garnayak
  • Published: Friday, 25 October 2019
  • Updated: 25 October 2019, 04:44 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଶେରଗଡ଼ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌କୁ ଆଉ ଏକ ବସ୍ ପଛରୁ ଧକ୍କା ଦେବାରୁ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ‘ନୀଳମାଧବ’ ନାମକ ଏକ ଘରୋଇ ବସ୍ କୋଲକାତାରୁ ଭୁବନେଶ୍ୱର ଯାଉଥିବା ବେଳେ ‘ସାଳନ୍ଦୀ’ ନାମକ ଆଉ ଏକ ଘରୋଇ ବସ୍ ଏହାକୁ ପଛରୁ ଧକ୍କା ଦେଇଥିଲା। ‘ସାଳନ୍ଦୀ’ ବସ୍‌ଟି ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos