କୋଳରେ ମାସକର ଛୁଆ ଧରି ନିର୍ବାଚନ ମଇଦାନରେ ପ୍ରାର୍ଥୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କୋଳରେ ମାସକର ଛୁଆ। ତଥାପି ନିର୍ବାଚନ ବୈତରଣୀ ପାର୍‌ ହେବା ଆଶାରେ ଜଟିଳ ଗୋଟି ଚାଳନା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ସଦ୍ୟ ମା’ ହୋଇଥିବା ପ୍ରାର୍ଥିନୀ । ଏପରିକି  କୋଳରେ ଛୁଆକୁ ଧରି କରୁଛନ୍ତି ଘନ ଘନ  ପ୍ରଚାର।  ଘର ଘର ବୁଲି ଲୋକଙ୍କ ସହ କଥା ହେବା ସହ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ଦୁର୍ଗାବତୀ ପ୍ରଧାନ  ନାମ୍ନୀ  ପ୍ରାର୍ଥୀ। ଏପରି ନିଆରା ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ର […]

election

election

Niharika Rout
  • Published: Thursday, 27 January 2022
  • Updated: 27 January 2022, 10:23 AM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କୋଳରେ ମାସକର ଛୁଆ। ତଥାପି ନିର୍ବାଚନ ବୈତରଣୀ ପାର୍‌ ହେବା ଆଶାରେ ଜଟିଳ ଗୋଟି ଚାଳନା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ସଦ୍ୟ ମା’ ହୋଇଥିବା ପ୍ରାର୍ଥିନୀ । ଏପରିକି  କୋଳରେ ଛୁଆକୁ ଧରି କରୁଛନ୍ତି ଘନ ଘନ  ପ୍ରଚାର।  ଘର ଘର ବୁଲି ଲୋକଙ୍କ ସହ କଥା ହେବା ସହ ଭୋଟ ଭିକ୍ଷା ମଧ୍ୟ କରୁଛନ୍ତି ଦୁର୍ଗାବତୀ ପ୍ରଧାନ  ନାମ୍ନୀ  ପ୍ରାର୍ଥୀ। ଏପରି ନିଆରା ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ର ଦଶିପୁର ପଂଚାୟତରେ ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୫ ନମ୍ବର ଜୋନ୍‌ରୁ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ଦୁର୍ଗାବତୀ ପ୍ରଧାନ।ପ୍ରଚାର ଆରମ୍ଭର ପ୍ରଥମ ଦିନରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ମା’ ଗୋଜବାୟାଣୀଙ୍କ ନିକଟରୁ ଆର୍ଶିବାଦ ନେଇ ନିଜର ସମର୍ଥକଙ୍କ ସହିତ ପଂଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି  ଦୁର୍ଗାବତୀ । ଏପରିକି କୋଳରେ ଛୁଆକୁ ଧରି ଅନାୟସରେ ସମର୍ଥକଙ୍କ ସହ ପାଦ ଆଗକୁ ବଢ଼ାଇ ଘରକୁ ଘର ବୁଲୁଛନ୍ତି। ଲୋକଙ୍କ ସମସ୍ୟା ବୁଝୁଛନ୍ତି ଓ ସମାଧାନର ପ୍ରତିଶ୍ରୁତି ଦେଉଛନ୍ତି।

[caption id="attachment_709299" align="aligncenter" width="650"]campaign କୋଳରେ ଛୁଆ ଧରି ପ୍ରଚାର କରୁଛନ୍ତି ଦୁର୍ଗାବତୀ।[/caption]

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଗାଁ ଗାଁରେ ଜମିଛି ନିର୍ବାଚନୀ ମାହୋଲ । ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ତିନିଦଳର ପ୍ରାର୍ଥୀ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । ଏପରି ସମୟରେ କୋଳରେ ଛୁଆକୁ ଧରି ପ୍ରାର୍ଥିନୀଙ୍କ ପ୍ରଚାର ଭୋଟରଙ୍କୁ ବେଶ୍‌ ଆକୃଷ୍ଟ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story