ଝିଅ ଆଗରେ ଚାଲିଗଲା ମାଆର ଜୀବନ

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ମାଆଙ୍କୁ ସାଇକେଲ୍‌ରେ ବସାଇ ଝିଅ ଗାଁକୁ ଫେରୁଥିଲେ। ବିଚ୍‌ ରାସ୍ତାରେ ପିଟିଦେଲା ଏକ କାର୍‌। ଫଳରେ ରାସ୍ତାରେ ଚାଲିଗଲା ମାଆ ପାଇଚ୍ଛା ହାତୀଙ୍କ ଜୀବନ। ଏବେ ଝିଅ ମେଡିକାଲ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଘଟିଛି। ବାଲୁଗାଁ ବରିଆସାହିର ହୀନ ହାତୀ, ତାଙ୍କ ମାଆ ପାଇଚ୍ଛାଙ୍କୁ ସାଇକେଲ୍‌ରେ ବସାଇ ଘରକୁ ଫେରୁଥିଲେ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ସୁବୁଦ୍ଧିପାଟଣା […]

car-accident-in-balugaon

car-accident-in-balugaon

Manoranjan Sial
  • Published: Friday, 29 November 2019
  • Updated: 29 November 2019, 05:33 PM IST

Sports

Latest News

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): ମାଆଙ୍କୁ ସାଇକେଲ୍‌ରେ ବସାଇ ଝିଅ ଗାଁକୁ ଫେରୁଥିଲେ। ବିଚ୍‌ ରାସ୍ତାରେ ପିଟିଦେଲା ଏକ କାର୍‌। ଫଳରେ ରାସ୍ତାରେ ଚାଲିଗଲା ମାଆ ପାଇଚ୍ଛା ହାତୀଙ୍କ ଜୀବନ। ଏବେ ଝିଅ ମେଡିକାଲ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଘଟିଛି।

ବାଲୁଗାଁ ବରିଆସାହିର ହୀନ ହାତୀ, ତାଙ୍କ ମାଆ ପାଇଚ୍ଛାଙ୍କୁ ସାଇକେଲ୍‌ରେ ବସାଇ ଘରକୁ ଫେରୁଥିଲେ। ତେବେ ୧୬ ନମ୍ୱର ଜାତୀୟ ରାଜପଥର ସୁବୁଦ୍ଧିପାଟଣା ଛକରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମାଆ ଓ ଝିଅ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତା ପୁଲିସ ସେମାନଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ରାସ୍ତାରେ ମାଆ ପାଇଚ୍ଛାଙ୍କ ମୃତ୍ୟୁ ଘଟିଥିବା ବେଳେ ହୀନା ଏବେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏବେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ବାଲୁଗାଁ ପୁଲିସ କାର୍‌କୁ ଜବତ କରିଛି। କାର୍‌ ଚାଳକକୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story